Jump to content

ଗାଜର ହାଲୁଆ

ଉଇକିପିଡ଼ିଆ‌ରୁ
ଗାଜର ହାଲୁୱା
ଗାଜର ହାଲୁୱା
ଆରମ୍ଭ
ଅଲଗା ନାଆଁଗାଜର ହାଲୁବା
ମୂଳ ଜାଗା ଭାରତ
ଅଞ୍ଚଳଉତ୍ତର ଭାରତ
ଖାଇବାର ସବିଶେଷ
ମୂଳ ଉପାଦାନଗାଜର, ଚିନି, କ୍ଷୀର
ଗାଜର ହାଲୁୱା


ଗାଜର ହାଲୁୱା ଏକ ଖାଦ୍ୟ ଯାହା ଗାଜର, ଚିନି, ରାବିଡ଼ିକ୍ଷୀରରୁ ତିଆରି କରାଯାଇଥାଏ । ଏହା ଉତ୍ତର ଭାରତରେ ପ୍ରତ୍ୟେକ ଘରେ ଶୀତଦିନ ମାନଙ୍କରେ ତିଆରି କରାଯାଇଥାଏ କାରଣ ଶୀତଦିନରେ ଗାଜର ବ‌ହୁତ ପରିମାଣରେ ମିଳିଥାଏ

ଉପାଦାନ

[ସମ୍ପାଦନା]

ତିଆରି ପ୍ରଣାଳୀ

[ସମ୍ପାଦନା]

ପ୍ରଥମେ ଗାଜରକୁ କୋରା (ଟିକିଟିକି କରି ଘସା ଯାଇଥାଏ) ଯାଏ ଯାହାକୁ କଦୁକସ କରିବା କୁହାଯାଏ । ତାପରେ ତାକୁ ଗରମ କରାଯାଇଥାଏ । କ୍ଷୀରକୁ ଗରମ କରାଯାଏ । ଗାଜରକୁ ଗରମ ହୋଇ ନରମ ହୋଇଯାଏ ଏବଂ ସେଥିରୁ ସବୁ ପାଣି ଶୁଖିଯିବା ପରେ ସେଥିରେ କ୍ଷୀର ମିଶାଯାଇ ତାକୁ ଗରମ କରି କ୍ଷୀରକୁ ଶୁଖାଇଦିଆ ଯାଏ । ତାହା ପୁରା ସିଝି ଯିବାପରେ ସେଥିରେ ବାଦାମ, କାଜୁକୁ ଭାଙ୍ଗି ମିଶାଇ ଦିଆଯାଏ ତାପରେ ଶେଷରେ ସେଥିରେ ରାବିଡ଼ି ମିଶାଇ ଗରମ ଗରମ ଖିଆଯାଏ ।

ପ୍ରକାର

[ସମ୍ପାଦନା]

ହାଲୁୱାର ବ‌ହୁତ ପ୍ରକାର ମିଳିଥାଏ । ସୂଜି ହାଲୁୱା, ଅଟା ହାଲୁୱା ଏବଂ ଚୋପା ଛଡ଼ା ମୁଗଜାଇ ହାଲ‌ୱା ଇତ୍ୟାଦି ।

ଅଟା ହାଲୁୱା

[ସମ୍ପାଦନା]

ଗ୍ୟାଲେରି

[ସମ୍ପାଦନା]

http://www.vegrecipesofindia.com/gajar-halwa-recipe-gajar-ka-halwa/

http://www.tarladalal.com/Gajar-ka-Halwa-(-Quick-Gajar-Halwa-Recipe-)-2026r Archived 2016-08-12 at the Wayback Machine.

http://www.ticklingpalates.com/carrot-halwa-gajar-halwa-recipe-punjabi-gajar-ka-halwa/ Archived 2016-08-22 at the Wayback Machine.