ଦହିବୁନ୍ଦି
ଦେଖଣା
ଦହିବୁନ୍ଦି | |
| ମୂଳ ସ୍ଥାନ | ଭାରତ |
|---|---|
| ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
| ମୁଖ୍ୟ ଉପାଦାନ | ଦହି, ବୁନ୍ଦି |
ଦହିବୁନ୍ଦି ଏକ ଜଣାଶୁଣା ଖାଦ୍ୟ ଅଟେ । ଏହାର ପ୍ରସ୍ତୁତି ପ୍ରଣାଳୀ ସହଜ ଅଟେ। ଏଥିରେ ମୂଖ୍ୟ ଉପାଦାନ ଦହି ଏବଂ ବୁନ୍ଦି ଅଟେ । ପ୍ରଥମେ ଦହିକୁ ଭଲସେ ଫେଣ୍ଟା ଯାଏ ।[୧] ସେଥିରେ ବୁନ୍ଦି ଏବଂ ବିଭିନ୍ନ ମସଲା (ଜିରା ପାଉଡର,କଳା ଲୁଣ, ଲଙ୍କା ଗୁଣ୍ଡ, କଳା ଲଙ୍କା ଗୁଣ୍ଡ) ପକାଯାଏ । ଏହାପରେ ଧନିଆ ପତ୍ର ପକାଇ ଭଲସେ ମିଶାଯାଇ ପ୍ରସ୍ତୁତ କରାଯାଏ ।[୨]
ଏହାକୁ ପଲଉ, ଭାତ କିମ୍ବା ବିରିୟାନି ସହିତ ପରଷା ଯାଏ ।
ଗ୍ୟାଲେରି
[ସମ୍ପାଦନା]- ଦହିବୁନ୍ଦି
- ଦହିବୁନ୍ଦି
- ଦହିବୁନ୍ଦି ସହିତ ପଲଉ
- ଦହିବୁନ୍ଦି
- ଦହିବୁନ୍ଦି