ଚିକେନ ପକୋଡ଼ା
Appearance
(କୁକୁଡ଼ା ମାଂସ ପକଡାରୁ ଲେଉଟି ଆସିଛି)
ଅନ୍ୟ ନାମ | ଚିକେନ ପକୋଡ଼ା |
---|---|
ପ୍ରକାର | ଛଣାଖାଦ୍ୟ |
ପରଷା | ଜଳଖିଆ |
ମୂଳ ସ୍ଥାନ | ଭାରତ[୧][୨] [୩] |
ଅଞ୍ଚଳ ବା ରାଜ୍ୟ | ଭାରତୀୟ ଉପମହାଦେଶ |
ମୁଖ୍ୟ ଉପାଦାନ | କୁକୁଡ଼ା ମାଂସ |
ପ୍ରକାର ଭେଦ | ଆଳୁ, ପିଆଜ, ଫୁଲକୋବି, ପାଳଙ୍ଗ ଶାଗ, ପାଉଁରୁଟି, କୁକୁଡ଼ାମାଂସ |
ଚିକେନ ପକୋଡ଼ା କୁକୁଡ଼ା ମାଂସରୁ ତିଆରି ଏକ ଭାରତୀୟ ଆମିଷ ଖାଦ୍ୟ । ଏହାକୁ ଭାରତର ବିଭିନ୍ନ ଅଞ୍ଚଳରେ ଜଳଖିଆ ଭାବେ ଖିଆଯାଇଯାଏ । ଏହାକୁ ତିଆରି କରିବା ପାଇଁ ଚିକେନକୁ ଛୋଟ ଟୁକୁଡ଼ା କରି କାଟି ଏଥିରେ ମକାଗୁଣ୍ଡ, କଟା ପିଆଜ, କଟା ଲଙ୍କା, ଅଦା ଓ ରସୁଣ ବଟା, ଲୁଣ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଭିନେଗାର ଓ ଅନ୍ୟାନ୍ୟ ମସଲା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ଏହି ମିଶ୍ରଣକୁ ହାତରେ ଚାପି ଗରମ ତେଲରେ ଛାଣାଇ ଗରମ ଗରମ ପରଷା ଯାଏ ।
ଗ୍ୟାଲେରି
[ସମ୍ପାଦନା]-
ଏକ ପାତ୍ରରେ ବଢ଼ା ଯାଇଥିବା ଚିକେନ ପକୋଡ଼ା
-
ଏକ ପାତ୍ରରେ ଚିକେନ ତନ୍ଦୁରି ଓ ଚିକେନ ପକୋଡ଼ା ବଢ଼ାଯାଇଛି ।
-
ଚିଲି ଚିକେନ ପକୋଡ଼ା
ଆଧାର
[ସମ୍ପାଦନା]- ↑ https://www.britannica.com/topic/pakora
- ↑ http://www.seattletimes.com/pacific-nw-magazine/pakoras-are-tasty-versatile-treats-from-india-that-work-well-as-appetizers-snacks-or-meals/
- ↑ http://m.hindustantimes.com/brunch/take-pride-in-the-bonda-or-pakora-it-is-our-gift-to-the-world/story-khxwM10l0NT8HLZ8ik9G7I.html
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |