ଗୋଲାପଜାମୁ
![]() ଗୋଲାପଜାମୁ | |
ଅନ୍ୟ ନାମ | Gulab Jaman (Northern India/Pakistan), Lal Mohan (North India/Nepal), Gulabjam/Gulapjam (Eastern India/Bangladesh) |
---|---|
ପରଷା | Dessert |
ମୂଳ ସ୍ଥାନ | Indian subcontinent |
ଅଞ୍ଚଳ ବା ରାଜ୍ୟ | Indian subcontinent, Mauritius, Fiji, southern and eastern Africa, the Caribbean, the Malay Peninsula |
ପରଷିବା ଉତ୍ତାପ | Hot, cold, or room temperature |
ମୁଖ୍ୟ ଉପାଦାନ | Khoa, saffron |
ପ୍ରକାର ଭେଦ | Kala jamun also known as Kalajam |
|
ଗୋଲାପଜାମୁ ଭାରତର ଏକ ପାରମ୍ପରିକ ମିଠା ଅଟେ । ଏହା ନରମ ହୋଇଥାଏ ।[୧] ଏହାକୁ କେଶର ଏବଂ ଅଳେଇଚ ସ୍ୱାଦର ଶିରାରେ ପ୍ରସ୍ତୁତ କରାଯାଇଥାଏ ।[୨] ଏହାକୁ ପ୍ରସ୍ତୁତ କରିବା ପାଇଁ ବଜାରରେ ଏବେ ରେଡିମେଡ ମିଶ୍ରଣ ମିଳୁଛି । କିନ୍ତୁ ଏଥିରୁ ପ୍ରସ୍ତୁତ ଗୋଲାପଜାମୁର ସ୍ୱାଦ ପାରମ୍ପରିକ ସ୍ୱାଦ ହୋଇନଥାଏ । ପାରମ୍ପରିକ ଭାବରେ ଏହାକୁ ଖୁଆର ଉପଯୋଗରେ ଶିରା ସହିତ ପ୍ରସତୁତ କରାଯିଥାଏ।[୩]
ଇତିହାସ[ସମ୍ପାଦନା]
କୁହାଯାଏ ଯେ ଏହାକୁ ମଧ୍ୟ ଏସୀୟ ତୁର୍କୀମାନେ ଭାରତକୁ ଆଣିଥିଲେ ।[୪] ଏହା ମଧ୍ୟ କୁହାଯାଏ ଯେ ଏହାକୁ ସାହା ଜାହାନଙ୍କ ପ୍ରଧାନ ରୋଷେୟା ଉଦ୍ଭାବନ କରିଥିଲେ ।
ଗ୍ୟାଲେରି[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Marty Snortum, Lachu Moorjani (2005). Ajanta: regional feasts of India. Gibbs Smith. p. 17. ISBN 1-58685-777-0.
- ↑ shraddha.bht. "Gulab Jamoon". Konkani Recipes. Retrieved 25 May 2010.
- ↑ Michael Krondl (2011). Sweet Invention: A History of Dessert. Chicago Review Press. p. 38. ISBN 978-1-55652-954-2.
- ↑ Michael Krondl (1 June 2014). The Donut: History, Recipes, and Lore from Boston to Berlin. Chicago Review Press. p. 7. ISBN 978-1-61374-673-8.