ଚିନ୍ତାମଣି ବେହେରା

ଉଇକିପିଡ଼ିଆ ରୁ
(Chintamani Behera ରୁ ଲେଉଟି ଆସିଛି)
Jump to navigation Jump to search
ଚିନ୍ତାମଣି ବେହେରା
ଜନ୍ମ ଓ ଜନ୍ମସ୍ଥାନ ୭ ନଭେମ୍ବର ୧୯୨୭(1927-11-07)
ଜମାଡିହ, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ ୭ ମାର୍ଚ୍ଚ ୨୦୦୫ (୭୭ ବର୍ଷ)
ଜାତୀୟତା ଭାରତୀୟ

ଚିନ୍ତାମଣି ବେହେରା (୭ ନଭେମ୍ବର ୧୯୨୭ - ୭ ମାର୍ଚ୍ଚ ୨୦୦୫)[୧] ଜଣେ ଆଧୁନିକ ଓଡ଼ିଆ କବି ଓ ସମାଲୋଚକ । [୨] ସେ ଶିଶୁଲେଖାର ସମ୍ପାଦନା[୩] କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ବ ତୁଲାଇଥିଲେ ।[୪]

ରଚନାବଳୀ[ସମ୍ପାଦନା]

କବିତା ସଙ୍କଳନ[ସମ୍ପାଦନା]

  • ଶ୍ବେତପଦ୍ମ
  • ସ୍ବସ୍ତିକା
  • ନୂତନ ସ୍ବାକ୍ଷର
  • ହେ ବୈଦେହୀ ଭୁଲିଯାଅ
  • ନୀଳଲୋହିତ
  • ତୃତୀୟ ଚକ୍ଷୁ

ସମାଲୋଚନା ଗ୍ରନ୍ଥ[ସମ୍ପାଦନା]

  • କାବ୍ୟ ଓ କଳାକାର
  • ଆଧୁନିକତାର କ ଖ ଗ
  • ବିଦଗ୍ଧ ପାଠକ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସାରଳା ସମ୍ମାନ, ୧୯୯୬[୫]
  • କବିଶେଖର ଚିନ୍ତାମଣି ମହାନ୍ତି ପୁରସ୍କାର, ୧୯୯୫
  • ବିଷୁବ ମିଳନ ପୁରସ୍କାର, ୧୯୯୦
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬ (ତୃତୀୟ ଚକ୍ଷୁ ନିମନ୍ତେ) [୬]

ଆଧାର[ସମ୍ପାଦନା]

  1. "CHINTAMANI BEHERA". orissadiary.com. Retrieved 24 November 2016. 
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୦-୨୧
  3. Kartik Chandra Dutt (୧୯୯୯). Who's who of Indian Writers, ୧୯୯୯: A-M. Sahitya Akademi. pp. ୧୨୫–. ISBN ୯୭୮-୮୧-୨୬୦-୦୮୭୩-୫. 
  4. "ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ମାନଙ୍କ ନାମ ତାଲିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016. 
  5. "Sarala Samman". Sarala Sahitya Sansad. Retrieved 24 November 2016. 
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016.