ଧୋ'ରେ ବାବୁ ଧୋ'

ଉଇକିପିଡ଼ିଆ‌ରୁ
ଧୋ'ରେ ବାବୁ ଧୋ'
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପହରିହର ମହାପାତ୍ର
ଚିତ୍ରନାଟ୍ୟହରିହର ମହାପାତ୍ର
କାହାଣୀହରିହର ମହାପାତ୍ର
କଳାକାରହରିହର ମହାପାତ୍ର
ଦିବ୍ୟା ମହାନ୍ତି
ସାତ୍ୟକି ମିଶ୍ର
ପିଙ୍କି ପ୍ରଧାନ
ବବି ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଶୁଭମ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୪ ଅପ୍ରେଲ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଧୋ'ରେ ବାବୁ ଧୋ' ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ ।[୧] ଅଭିନେତା ହରିହର ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା ।[୩] ସଙ୍ଗୀତକାର ଅଭିଜିତ ମଜୁମଦାର ଏହାର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର ଓ ଦିବ୍ୟା ମହାନ୍ତି ।[୪] ସାତ୍ୟକି ମିଶ୍ର, ପିଙ୍କି ପ୍ରଧାନ, ବବି ମିଶ୍ର, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି କଥାଚିତ୍ରଟି ୨୦୨୩ ମସିହାର ଅପ୍ରେଲ ୧୪ ତାରିଖ, ପଣା ସଂକ୍ରାନ୍ତି ଦିନ ମୁକ୍ତିଲାଭ କରିଥିଲା ।[୫] ପ୍ରଥମେ ଏହି କଥାଚିତ୍ରଟିର ଶୀର୍ଷ 'ଧୋରେ ବାଇଆ ଧୋ' ଥିଲା, କିନ୍ତୁ ପରେ ଏହାର ଶୀର୍ଷକ ପରିବର୍ତ୍ତନ କରାଯାଇଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୩] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର, ହରିହର ମହାପାତ୍ର, ଦିବ୍ୟା ମହାନ୍ତି, ସାଇନି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରରେ ୫ଟି ଗୀତ ଥିଲା ।[୮]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଧୋ'ରେ ବାବୁ ଧୋ'"ଅଭିଜିତ ମଜୁମଦାର, ଦୀପ୍ତିରେଖା ପାଢ଼ୀ 
2."ହାତ ଧର ନାହିଁ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ହରିହର ମହାପାତ୍ର, ଦିବ୍ୟା ମହାନ୍ତି 
3."ହାପି ବାର୍ଥ ଡେ ଟୁ ୟୁ"ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ସାଇନି 

ଆଧାର[ସମ୍ପାଦନା]

  1. "ମୁକ୍ତିଲାଭ କରୁଛି ଦୁଇ ଓଡ଼ିଆ ଚଳଚ୍ଚିତ୍ର: 'ଧୋରେ ବାବୁ ଧୋ' ଓ 'ଶାୟରୀ ଶାୟରୀ'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 14 April 2023. p. 22. Archived from the original on 31 August 2023. Retrieved 31 August 2023.
  2. ୨.୦ ୨.୧ "ଏପ୍ରିଲ ୧୪ରେ ରିଲିଜ୍ ହେବ ହରିହର ମହାପାତ୍ରଙ୍କ ଅଭିନୀତ ଧୋ'ରେ ବାବୁ ଧୋ'". Sambad. 11 April 2023. Archived from the original on 25 August 2023. Retrieved 25 August 2023.
  3. ୩.୦ ୩.୧ ବିଶ୍ୱାଳ, ସ୍ମିତାଲୋକ (11 April 2023). "୧୪ରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ଧୋ'ରେ ବାବୁ ଧୋ'". Odisha Sambad. ଭୁବନେଶ୍ୱର. Archived from the original on 25 August 2023. Retrieved 25 August 2023.
  4. ୪.୦ ୪.୧ "'ଧୋରେ ବାଇଆ ଧୋ'ର ବଦଳିଲା ନାଁ , ଓଡ଼ିଆ ନୂଆବର୍ଷରେ ବଡ଼ ପରଦାକୁ ଆସିବ 'ଧୋ'ରେ ବାବୁ ଧୋ'..." PRAMEYA. ଭୁବନେଶ୍ୱର. 9 April 2023. Archived from the original on 25 August 2023. Retrieved 25 August 2023.
  5. "ମୁକ୍ତିଲାଭ କଲା ଦୁଇ ଓଡ଼ିଆ ଚଳଚ୍ଚିତ୍ର: 'ଧୋରେ ବାବୁ ଧୋ' ଓ 'ଶାୟରୀ ଶାୟରୀ', ବିଭିନ୍ନ ସହରରେ ସ୍ୱତନ୍ତ୍ର ପ୍ରିମିୟର". Prameya News. ଭୁବନେଶ୍ୱର. 14 April 2023. Archived from the original on 31 August 2023. Retrieved 31 August 2023.
  6. "ନୂଆବର୍ଷରେ ଧୋରେ ବାଇଆ ଧୋ". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  7. "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
  8. "ଫିଲ୍ମ ଫ୍ରାଇଡେରେ ଦୁଇ ଓଡ଼ିଆ ଫିଲ୍ମ ରିଲିଜ, 'ଶାୟରୀ ଶାୟରୀ'କୁ ଟକ୍କର ଦେବ 'ଧୋ'ରେ ବାବୁ ଧୋ'". ETV Bharat News. କଟକ. 14 April 2023. Archived from the original on 31 August 2023. Retrieved 31 August 2023.

ବାହାର ଆଧାର[ସମ୍ପାଦନା]