ନିୟତି

ଉଇକିପିଡ଼ିଆ‌ରୁ
ନିୟତି
ନିର୍ଦ୍ଦେଶକପିନାକି ଶ୍ରୀଚନ୍ଦନ
ପ୍ରଯୋଜକପ୍ରେମଲତା ରାଉତରାୟ
ସମରେଶ ରାଉତରାୟ
କଳାକାରସୁଧାଂଶୁ ନାରାୟଣ ଦାଶ
ଦିବ୍ୟା ମହାନ୍ତି
ସମରେଶ ରାଉତରାୟ
ପୁପୁଲ ଭୂୟାଁ
ସଙ୍ଗୀତଅନୁରାଗ ପଟ୍ଟନାୟକ
ଚିତ୍ରଗ୍ରହଣଅକ୍ଷୟ କୁମାର ନାୟକ
ସମ୍ପାଦକକେଡି ସିପୁନ
Production
company
ଓଡ଼ିଆ ୱାନ୍
ବିତରକଏସ୍୩ ମୁଭିଜ୍
ମୁକ୍ତିଲାଭ ତାରିଖ
୨୧ ଜୁଲାଇ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ନିୟତି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଓ ସୁଧାଂଶୁ ନାରାୟଣ ଦାଶ ଯାହାକି ଏସ୍୩ ମୁଭିଜ୍ ବ୍ୟାନର୍‌ରେ ନିର୍ମାଣ କରାଯାଇଥିଲା ।[୧] ପିନାକି ଶ୍ରୀଚନ୍ଦନ ଏହାର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଧାଂଶୁ ନାରାୟଣ ଦାଶ ଓ ଦିବ୍ୟା ମହାନ୍ତି ।[୩] ସମରେଶ ରାଉତରାୟ, ପୁପୁଲ ଭୂୟାଁ, କ୍ରିଷ୍ଣା କର, ବିଶାନ ବଳଭଦ୍ର, ଉଦିତ ଗୁରୁ, ଶୁଭ୍ରାଂଶୁ ନାୟକ, ଅଭିଜିତ ପାତ୍ର, ଅଙ୍କିତ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁରାଗ ପଟ୍ଟନାୟକ ।[୪]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "କଥା ନିୟତିର". ଧରିତ୍ରୀ. No. ଭୁବନେଶ୍ୱର. 16 February 2023. p. ୭. Archived from the original on 18 February 2023. Retrieved 18 February 2023.
  2. ୨.୦ ୨.୧ "ସାନୁଙ୍କ 'ନିୟତି'". ପ୍ରମେୟ. No. ଭୁବନେଶ୍ୱର. 8 February 2023. p. 22. Archived from the original on 11 February 2023. Retrieved 11 February 2023.
  3. "ସୋନୁଙ୍କ ନିୟତି". ସମ୍ବାଦ (ରବିବାର). 29 January 2023. p. 8. Archived from the original on 11 February 2023. Retrieved 11 February 2023.
  4. "'ନିୟତି' କାହାଣୀ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.

ବାହାର ଆଧାର[ସମ୍ପାଦନା]