ବନ୍ଦିନୀ

ଉଇକିପିଡ଼ିଆ‌ରୁ
ବନ୍ଦିନୀ
ନିର୍ଦ୍ଦେଶକପିନୁ ନାୟକ
ପ୍ରଯୋଜକକ୍ଷୀରୋଦ ପଟ୍ଟନାୟକ
କାହାଣୀଜନ୍ମେଜୟ ପଣ୍ଡା
କଳାକାରସୁଭାଶିଷ ଶର୍ମା
ରିୟା ଦେ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୧୯ ଫେବୃଆରୀ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ବନ୍ଦିନୀ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ ।[୧] ଜନ୍ମେଜୟ ପଣ୍ଡା ଏହି କଥାଚିତ୍ରିଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପିନୁ ନାୟକ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା ଓ ରିୟା ଦେ ।[୩] ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ, ଥିନ୍, ମନୀଷା ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୩ ମସିହାର ଫେବୃଆରୀ ୧୯ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୫] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଅଭିଜିତ ମଜୁମଦାର, ଏସ୍. ଜିତୁ, ଲିପ୍ସା, ସସ୍ମିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ବନ୍ଦିନୀ"ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ 
2."ହୋଲିରେ ହୋଲି"ଅଭିଜିତ ମଜୁମଦାର, ଏସ୍. ଜିତୁ, ଲିପ୍ସା, ସସ୍ମିତା 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ବନ୍ଦିନୀ". ସମ୍ବାଦ. No. ରବିବାର. 19 February 2023. Archived from the original on 19 February 2023. Retrieved 19 February 2023.
  2. ୨.୦ ୨.୧ ୨.୨ "'ବନ୍ଦିନୀ'ର ଦୁଃଖ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.
  3. "ନନ୍ଦିନୀ କ'ଣ ବନ୍ଦିନୀ ? କାହିଁକି ଜସ୍ମିନ୍ ଭାଙ୍ଗୁଛି ଶୁଭମ୍-ନନ୍ଦିନୀଙ୍କ ବିବାହ ?". Sambad (in ଆମେରିକୀୟ ଇଂରାଜୀ). 23 February 2023. Archived from the original on 31 August 2023. Retrieved 31 August 2023.
  4. "'ବନ୍ଦିନୀ'ରେ ରିୟା". ସମ୍ବାଦ. No. ରବିବାର. 5 February 2023. p. 8. Archived from the original on 23 March 2023. Retrieved 23 March 2023.
  5. Nayak, Pradip (16 February 2023). "ଜୀ-ସାର୍ଥକର ନୂଆ ଓଡ଼ିଆ ଫିଲ୍ମ 'ବନ୍ଦିନୀ'ର ଅଡିଓ ଲୋକାର୍ପିତ, ଭିନ୍ନ କାହାଣୀରେ ନିର୍ମିତ ଏହି ସିନେମା ଦର୍ଶକଙ୍କ ମନ ଛୁଇଁବ ବୋଲି କହିଲେ ପ୍ରଯୋଜକ | Kanak News". Kanak News (in ଆମେରିକୀୟ ଇଂରାଜୀ). Archived from the original on 14 April 2023. Retrieved 31 August 2023.

ବାହାର ଆଧାର[ସମ୍ପାଦନା]