ବୋଉ (ଟେଲି ଫିଲ୍ମ)

ଉଇକିପିଡ଼ିଆ‌ରୁ
ବୋଉ – ଖାଇ ପିଇ, ଦରମା ନାହିଁ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକମୃତ୍ୟୁନୟ ସାହୁ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟବି. ଚନ୍ଦନ କୁମାର
କାହାଣୀବି. ଚନ୍ଦନ କୁମାର
କଳାକାରସ୍ମିତା ମହାନ୍ତି
ପୃଥ୍ୱୀରାଜ ନାୟକ
ବିରଞ୍ଚି ନାରାୟଣ ନାୟକ
ମନସ୍ୱିନୀ ପତି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକପିଣ୍ଟୁ ନାୟକ
Production
company
ତରଙ୍ଗ ସିନେ ପ୍ରଡ଼କ୍ସନ
ଦେଶ ଭାରତ
ଭାଷାଓଡ଼ିଆ

ବୋଉ – ଖାଇ ପିଇ, ଦରମା ନାହିଁ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡ଼କ୍ସନଦ୍ୱାରା ନିର୍ମିତ ହୋଇଥିଲା । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଇଲେ ।[୧] ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ମିତା ମହାନ୍ତି । ପୃଥ୍ୱୀରାଜ ନାୟକ, ବିରଞ୍ଚି ନାରାୟଣ ନାୟକ, ମନସ୍ୱିନୀ ପତି, ତନୁଶ୍ରୀ ଦାଶ, ରାକ୍ଷୀ ଦାଶ, ପୁପିନ୍ଦର ସିଂହ, ପ୍ରିୟାଂଶି, ବିଜୟଲକ୍ଷ୍ମୀ, ଡେଜି, ମାନସ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୧୪ ତାରିଖରେ ବିଶ୍ୱ ମାତୃତ୍ୱ ଦିବସ ଅବସରରେ ତରଙ୍ଗ ଟିଭିତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧] ବିଜୟ ମଲ୍ଲଦେବୀଦତ୍ତ ମହାନ୍ତିଙ୍କ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ବୋଉ"ବିଜୟ ମଲ୍ଲଅଭିଜିତ ମିଶ୍ର୦୫:୦୪

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ବିଶ୍ୱ ମାତୃ ଦିବସରେ ନୂଆ ଓଡ଼ିଆ ସିନେମା 'ବୋଉ'ର ହେବ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର, ସନ୍ଧ୍ୟା ସାଢ଼େ ୬ଟାରେ ଦେଖିପାରିବେ ଦର୍ଶକ". ପ୍ରମେୟ. ଭୁବନେଶ୍ୱର. Archived from the original on 19 September 2023. Retrieved 19 September 2023.
  2. ୨.୦ ୨.୧ ୨.୨ "'ବୋଉ' ଭୂମିକାରେ". ସକାଳ. No. ଭୁବନେଶ୍ୱର. 14 May 2023. p. 14. Archived from the original on 19 September 2023. Retrieved 19 September 2023.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ବୋଉ