ପ୍ରିୟେ ତୁ ମୋ ସିଏ

ଉଇକିପିଡ଼ିଆ‌ରୁ
ପ୍ରିୟେ ତୁ ମୋ ସିଏ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକଝିଲିକ୍ ଭଟ୍ଟାଚାର୍ଯ୍ୟ
ସଂଳାପଶରଣାରବିନ୍ଦ ଓଝା
ଚିତ୍ରନାଟ୍ୟସୁଧାଂଶୁ ମୋହନ ସାହୁ
କାହାଣୀଶରଣାରବିନ୍ଦ ଓଝା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଇଶ୍ୱର ବାରିକ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୯ ଜୁନ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ପ୍ରିୟେ ତୁ ମୋ ସିଏ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଝିଲିକ ଭଟ୍ଟାଚାର୍ଯ୍ୟ ।[୧][୨] ଶରଣାରବିନ୍ଦ ଓଝା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[୩][୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।[୫]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ଏଲିନା ସାମନ୍ତରାୟ ।[୬] ବବି ମିଶ୍ର, ଅଭିଶେକ ଗିରି, ବିଭୂତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୭] ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୨୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୮] ନିର୍ମଳ ନାୟକଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ସୁଭାଶିଷ ସାହୁ, କୁଳଦୀପ ପଟ୍ଟନାୟକ, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ପ୍ରିୟେ ତୁ ମୋ ସିଏ"ନିର୍ମଳ ନାୟକସତ୍ୟଜିତ ପ୍ରଧାନ, ସୁଭାଶିଷ ସାହୁ 
2."ଏମିତି ହୁଅନ୍ତା କି"ଅରୁଣ ମନ୍ତ୍ରୀକୁଳଦୀପ ପଟ୍ଟନାୟକ 
3."ଭଲ ପାଉଚି କେତେ"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ 
4."ଛାତି ତଳେ ହସ୍ତାକ୍ଷର"ନିର୍ମଳ ନାୟକହ୍ୟୁମାନ ସାଗର, ଅସୀମା ପଣ୍ଡା 

ବିବାଦ[ସମ୍ପାଦନା]

ଏହି କଥାଚିତ୍ରଟିରେ ଏକ ଦୃଶ୍ୟରେ ଜାତିଆଣ ଆକ୍ଷେପକୁ ନେକ ବିବାଦ ଉଠିଥିଲା ।[୯] ଏଥିରେ ଅଣ-ସାମ୍ବିଧାନିକ ଶବ୍ଦର ପ୍ରୟୋଗ କରାଯାଇଥିଲା ।[୧୦][୧୧] ଫଳରେ ଏହାର ବିରୋଧ କରି ଦଳିତ ମଞ୍ଚ ଥାନାରେ ଅଭିଯୋଗ କରିଥିଲେ ।[୧୨][୧୩]

ଆଧାର[ସମ୍ପାଦନା]

  1. "Priya Tu Mo Sie to hit theaters today". OrrisaPost (in English). Bhubaneswar. 29 June 2023. p. 2. Archived from the original on 25 August 2023. Retrieved 25 August 2023.{{cite news}}: CS1 maint: unrecognized language (link)
  2. Rachna (1 June 2022). "Mahurat of Odia film 'Priye Tu Mo Sie' takes place". KalingaTV (in ଆମେରିକୀୟ ଇଂରାଜୀ). Archived from the original on 25 August 2023. Retrieved 25 August 2023.
  3. "ସିଲଭର ସ୍କ୍ରିନରେ ଅମ୍ଲାନ-ଏଲିନାଙ୍କ ରୋମାନ୍ସ, ରିଲିଜ ହେଲା ଫିଲ୍ମ 'ପ୍ରିୟେ ତୁ ମୋ ସିଏ'". ETV Bharat News. 30 June 2023. Archived from the original on 25 August 2023. Retrieved 25 August 2023.
  4. "'ପ୍ରିୟେ ତୁ ମୋ ସିଏ'". ପ୍ରମେୟ. No. ତାରକା ଦୁନିଆ. 7 June 2023. p. ୨୫. Archived from the original on 3 October 2023. Retrieved 3 October 2023.
  5. Bhadra, Tejashree (11 June 2023). "ପ୍ରିୟେ ତୁ ମୋ ସିଏ - Dharitri". Dharitri Odia News. Archived from the original on 25 August 2023. Retrieved 25 August 2023.
  6. Mohanty, Padmini (30 March 2023). "ପ୍ରିୟେ ତୁ ମୋ ସିଏ - Dharitri". Dharitri Odia News. Archived from the original on 25 August 2023. Retrieved 25 August 2023.
  7. ୭.୦ ୭.୧ "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
  8. "ମୁକ୍ତିଲାଭ କଲା ଅମ୍ଲାନ ଓ ଏଲିନା ଯୋଡି ଓଡ଼ିଆ ସିନେମା 'ପ୍ରିୟେ ତୁ ମୋ ସିଏ' - Samaja Live". ସମାଜ. 29 June 2023. Archived from the original on 25 August 2023. Retrieved 25 August 2023.
  9. "'ପ୍ରିୟେ ତୁ ମୋ ସିଏ' ଚଳଚ୍ଚିତ୍ର ବିରୋଧରେ ଥାନାରେ ଏତଲା; ଦଳିତ ସମାଜକୁ ଆକ୍ଷେପ ଅଭିଯୋଗ". Sambad (in ଆମେରିକୀୟ ଇଂରାଜୀ). 2 July 2023. Archived from the original on 25 August 2023. Retrieved 25 August 2023.
  10. "'ପ୍ରିୟେ ତୁ ମୋ ସିଏ' ଫିଲ୍ମ ବିରୋଧରେ ଅଭିଯୋଗ, ଚଳଚ୍ଚିତ୍ରରେ ହୋଇଛି ଅସାମ୍ବିଧାନିକ ଶବ୍ଦ ବ୍ୟବହାର". PRAMEYA. ଫୁଲବାଣୀ. 4 July 2023. Archived from the original on 25 August 2023. Retrieved 25 August 2023.
  11. "Makers Of Odia Movie 'Priye Tu Mo Siye' In Trouble Over 'Casteist' Dialogue". odishabytes (in ଆମେରିକୀୟ ଇଂରାଜୀ). 4 July 2023. Archived from the original on 25 August 2023. Retrieved 25 August 2023.
  12. "ବିବାଦରେ ଓଡ଼ିଆ ଚଳଚ୍ଚିତ୍ର 'ପ୍ରିୟେ ତୁ ମୋ ସିଏ', ଫିଲ୍ମରେ ଜାତିଆଣ ଆକ୍ଷେପ ନେଇ ଥାନାରେ ଏତଲା | Kanak News" (in ଆମେରିକୀୟ ଇଂରାଜୀ). 3 July 2023. Archived from the original on 25 August 2023. Retrieved 25 August 2023.
  13. "ଓଡ଼ିଆ ଚଳଚ୍ଚିତ୍ର "ପ୍ରିୟେ ତୁ ମୋ ସିଏ"କୁ ନେଇ ବଡ଼ ବିବାଦ; ଥାନାରେ FIR ଦେଲେ ଯୁବକ". News18 Odia. 1 July 2023. Archived from the original on 25 August 2023. Retrieved 25 August 2023.

ବାହାର ଆଧାର[ସମ୍ପାଦନା]