ମିଛେଇ ଝିଅ

ଉଇକିପିଡ଼ିଆ‌ରୁ
ମିଛେଇ ଝିଅ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକସଚିକାନ୍ତ ଜେନା
ସଂଳାପଜିତେନ୍ଦ୍ର ବରାଳ
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
ବି ଚନ୍ଦନ କୁମାର
କାହାଣୀଦେବୀଦତ୍ତ ମହାନ୍ତି
ବି ଚନ୍ଦନ କୁମାର
କଳାକାରଜୟଜିତ ଦାସ
ତମନ୍ନା ବ୍ୟାସ
ମମତା ନନ୍ଦ
ରାକ୍ଷୀ ଦାଶ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସୌମ୍ୟ
ସମ୍ପାଦକରାଜେଶ ଦାଶ
Production
company
ମୁକ୍ତିଲାଭ ତାରିଖ
୧ ଅକ୍ଟୋବର ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ମିଛେଇ ଝିଅ ୨୦୨୩ ମସିହାରେ ଦୂରଦର୍ଶନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଚିକାନ୍ତ ଜେନା । ଦେବୀଦତ୍ତ ମହାନ୍ତି ଓ ବି ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଜିତେନ୍ଦ୍ର ବରାଳ । ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜୟଜିତ ଦାସ ଓ ତମନ୍ନା ବ୍ୟାସ । ମମତା ନନ୍ଦ, ରାକ୍ଷୀ ଦାଶ, ଅଞ୍ଜନା ଦାସ, ରାଜେଶ ପଣ୍ଡା, ଡିସ୍କୋ ରେଡ୍ଡି, ସୁକେଶ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ, ଉମାକାନ୍ତ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ମିଛେଇ ଝିଅ"ନିର୍ମଳ ନାୟକସ୍ୱୟମ ପାଢ଼ୀ, ଲିପ୍ସା ମହାପାତ୍ର୦୪:୦୬
2."ଏଇଠୁ ବୋଧେ ଆରମ୍ଭ ହେଲା"ନିର୍ମଳ ନାୟକତାରିକ୍ ଅଜିଜ୍, ଅମ୍ରିତା ନାୟକ୦୪:୫୦

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ମିଛେଇ ଝିଅ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.

ବାହାର ଆଧାର[ସମ୍ପାଦନା]