ଫାଲଗୁନ ଚୈତ୍ର

ଉଇକିପିଡ଼ିଆ‌ରୁ
ଫାଲଗୁନ ଚୈତ୍ର
ଫାଲଗୁନ-ଚୈତ୍ର ଚଳଚ୍ଚିତ୍ର ପୋଷ୍ଟର
ନିର୍ଦ୍ଦେଶକଶିଶିର କୁମାର ସାହୁ, ପୀନାକୀ ସିଂହ
ପ୍ରଯୋଜକଶକ୍ତି ଜଗଦେବ, ବାବୁଶାନ୍
ସଂଳାପପ୍ରଣବ ପ୍ରସନ୍ନ ରଥ
ଚିତ୍ରନାଟ୍ୟପ୍ରଣବ ପ୍ରସନ୍ନ ରଥ
କାହାଣୀସୁଲଗ୍ନା ମହାନ୍ତି
କଳାକାରପାର୍ଥସାରଥୀ ରାୟ
ବିଏମ୍ ବୈଶାଳୀ
ଅନନ୍ୟା ମିଶ୍ର
ଚୌଧୁରୀ ଜୟପ୍ରକାଶ ଦାସ
ସୁକାନ୍ତ ରଥ
ଭାସ୍ୱତୀ ବସୁ
ସଙ୍ଗୀତଅଭିଶେକ-ଇଶାନ-କୌସିକ୍
ଚିତ୍ରଗ୍ରହଣରୁଦ୍ରକାନ୍ତ ସିଂହ
ସମ୍ପାଦକରଶ୍ମି ରଞ୍ଜନ ଦାଶ
Production
company
ଆଦ୍ୟା ଜଗଦେବ ଫିଲ୍ମସ୍
ମୁକ୍ତିଲାଭ ତାରିଖ
୧୨ ମଇ ୨୦୨୩
ଦେଶଭାରତ
ଭାଷାଓଡ଼ିଆ

ଫାଲଗୁନ ଚୈତ୍ର ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏହି ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଛନ୍ତି ଶକ୍ତି ଜଗଦେବ ଓ ବାବୁଶାନ୍ ମହାନ୍ତି ।[୩] ସୁଲଗ୍ନା ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର କୁମାର ସାହୁ ଓ ପୀନାକୀ ସିଂହ ।[୫]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପାର୍ଥସାରଥୀ ରାୟ, ବିଏମ୍ ବୈଶାଳୀ ଓ ଅନନ୍ୟା ମିଶ୍ର । ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ୱତୀ ବସୁ, ପ୍ରଣବ ପ୍ରସନ୍ନ ରଥ, ଚନ୍ଦନ ବିଶ୍ୱାଳ, ମନୀଷା ମଞ୍ଜରୀ ମିଶ୍ର, କୈଳାଶ ପାଣିଗ୍ରାହୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]

ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୧୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଶେକ, ଇଶାନ ଓ କୌସିକ୍ ।[୮] ଜେ.ପି. ୱାର୍ଡ଼ସ୍ମିଥ୍,ସ୍ଥିତ ପଟ୍ଟନାୟକ ଏବଂ ସୁମିତ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌରବ ଆନନ୍ଦ, ଅନନ୍ୟା ଶ୍ରୀତମ ନନ୍ଦ, କୁଳଦୀପ ପଟ୍ଟନାୟକ, ସୁରିଲ ବିସ୍ପୁତେ, ଐଶ୍ୱର୍ଯ୍ୟା କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୯]

Track listing
କ୍ରମଗୀତକବିSinger(s)ସମୟ
1."ପରିଚୟ ଖୋଜେ ଆଜି"ସ୍ଥିତ ପଟ୍ଟନାୟକଗୌରବ ଆନନ୍ଦ, ଅନନ୍ୟା ଶ୍ରୀତମ ନନ୍ଦ୪.୪୩
2."ସଖି"ଜେ.ପି. ୱାର୍ଡ଼ସ୍ମିଥ୍ଗୌରବ ଆନନ୍ଦ, ଅନନ୍ୟା ଶ୍ରୀତମ ନନ୍ଦ୪.୨୮
3."ଖୋଜି ଯାଏରେ"ସୁମିତ ପଣ୍ଡାକୁଳଦୀପ ପଟ୍ଟନାୟକ, ସୁରିଲ ବିସ୍ପୁତେ୩.୧୩
4."ସ୍ମୃତି ବୁଣିଯାଏ ଜୀବନେ"ଜେ.ପି. ୱାର୍ଡ଼ସ୍ମିଥ୍ଐଶ୍ୱର୍ଯ୍ୟା କୁମାର୪.୫୦
5."ଫାଲଗୁନ ଚୈତ୍ର"ସୁମିତ ପଣ୍ଡାଗୌରବ ଆନନ୍ଦ୩.୩୪

ଆଧାର[ସମ୍ପାଦନା]

  1. "ଶଲା ବୁଢ଼ାର ବଦ୍‌ଲା". ପ୍ରମେୟ. No. ତାରକା ଦୁନିଆ. 24 May 2023. Archived from the original on 21 September 2023. Retrieved 21 September 2023.
  2. "ସୁସ୍ଥ ପ୍ରତିଦ୍ୱନ୍ଦିତା ଚଳଚ୍ଚିତ୍ର ଶିଳ୍ପର ଶ୍ରୀବୃଦ୍ଧି କରିବ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  3. "Teaser of new Odia movie 'Phalguna Chaitra' released". Odia Celebrity (in ଆମେରିକୀୟ ଇଂରାଜୀ). Retrieved 2023-03-05.
  4. "ଫାଲ୍‍ଗୁନ ଚୈତ୍ର". ସକାଳ (in Odia). 5 February 2023. Archived from the original on 5 February 2023. Retrieved 5 March 2023.{{cite news}}: CS1 maint: unrecognized language (link)
  5. Hashtag, Bureau The News (2023-01-24). "Odia movie 'Phalguna Chaitra' by director duo Sisir-Peenaki set to release soon". The News Hash Tag (in ଆମେରିକୀୟ ଇଂରାଜୀ). Retrieved 2023-03-05.
  6. "[Watch] Odisha Director Duo Explores Family Ties In 'Phalguna Chaitra', Know The Release Date". odishabytes (in ଆମେରିକୀୟ ଇଂରାଜୀ). 2023-01-19. Retrieved 2023-03-05.
  7. "ରଜନୀଗନ୍ଧାର ବାସ". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.
  8. "ଶୀର୍ଷକରେ ଆପଣାପଣ". The Samaja (in Odia). No. Sunday. 30 April 2023. p. 8. Archived from the original on 11 May 2023. Retrieved 11 May 2023.{{cite news}}: CS1 maint: unrecognized language (link)
  9. "ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫାଲଗୁନ ଚୈତ୍ର'". Sambad (in ଆମେରିକୀୟ ଇଂରାଜୀ). Retrieved 2023-05-11.

ଆଧାର[ସମ୍ପାଦନା]