କସ୍ତୁରୀ (୨୦୨୩ ଟେଲି ଫିଲ୍ମ)

ଉଇକିପିଡ଼ିଆ‌ରୁ
କସ୍ତୁରୀ
ନିର୍ଦ୍ଦେଶକସଂଗ୍ରାମ ମହାନ୍ତି
ପ୍ରଯୋଜକସଞ୍ଜୟ କୁମାର ପାତ୍ର
ସଂଳାପଭାବ ବିନୋଦ ମହାପାତ୍ର
ଚିତ୍ରନାଟ୍ୟସଂଗ୍ରାମ ମହାନ୍ତି
କାହାଣୀସଂଗ୍ରାମ ମହାନ୍ତି
କଳାକାରଦୁଷ୍ମନ୍ତ ପଣ୍ଡା
କୁକିଜ୍ ସ୍ୱାଇଁ
ଅଶ୍ରୁମୋଚନ ମହାନ୍ତି
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଶିବୁ ଜେନା
ଚିତ୍ରଗ୍ରହଣଗୋପାଳ କୃଷ୍ଣ ସାହୁ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୭ ସେପ୍ଟେମ୍ବର ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

କସ୍ତୁରୀ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ କୁମାର ପାତ୍ର ।[୧] ଭାବ ବିନୋଦ ମହାପାତ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୁଷ୍ମନ୍ତ ପଣ୍ଡା, କୁକିଜ୍ ସ୍ୱାଇଁ ଓ ସଞ୍ଜୟ ପାତ୍ର ।[୧] ଅଶ୍ରୁମୋଚନ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବିଜୟିନୀ ମିଶ୍ର, ପ୍ରତିଭା ପଣ୍ଡା, ପୃଥ୍ୱୀରାଜ ନାୟକ, ସୁମନ ମହାରଣା, ହୃଷିକେଶ ମିଶ୍ର, ଦେବଦତ୍ତ ସାମନ୍ତରାୟ, ରମାକାନ୍ତ ସାମନ୍ତରାୟ, ଓମପ୍ରକାଶ ପଟେଲ, ନିହାର ରାଉତ, ଶିତୁ, ମାମୁନି, ଦେବିକା, ସ୍ନିଗ୍ଧା, ବାପି, ରୀତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

  • ଦୁଷ୍ମନ୍ତ ପଣ୍ଡା
  • କୁକିଜ୍ ସ୍ୱାଇଁ
  • ସଞ୍ଜୟ ପାତ୍ର
  • ଅଶ୍ରୁମୋଚନ ମହାନ୍ତି
  • ପ୍ରଦ୍ୟୁମ୍ନ ଲେଙ୍କା
  • ବିଜୟିନୀ ମିଶ୍ର
  • ପ୍ରତିଭା ପଣ୍ଡା
  • ପୃଥ୍ୱୀରାଜ ନାୟକ
  • ସୁମନ ମହାରଣା
  • ହୃଷିକେଶ ମିଶ୍ର
  • ଦେବଦତ୍ତ ସାମନ୍ତରାୟ
  • ରମାକାନ୍ତ ସାମନ୍ତରାୟ
  • ଓମପ୍ରକାଶ ପଟେଲ
  • ନିହାର ରାଉତ
  • ଶିତୁ
  • ମାମୁନି
  • ଦେବିକା
  • ସ୍ନିଗ୍ଧା
  • ବାପି
  • ରୀତି

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶିବୁ ଜେନା । ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ହ୍ୟୁମାନ ସାଗର, ଅସୀମା ପଣ୍ଡା, ସୌରଭ ନାୟକ, ସୋହିନୀ ମିଶ୍ର, ଅରବିନ୍ଦ ଦତ୍ତ, ନାଜିଆ ଆଲାମ, ସରୋଜ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ମାଆ ମୋ ସୁନା ମାଆ"ପଞ୍ଚାନନ ନାୟକସୌରଭ ନାୟକ, ନାଜିଆ ଆଲାମ 
2."ମନକୁ ଆଜି ମୁଁ"ଅରୁଣ ମନ୍ତ୍ରୀଅରବିନ୍ଦ ଦତ୍ତ, ସୋହିନୀ ମିଶ୍ର 
3."ଚାହିଁ ଯେତେ ମୁଁ ଚାହିଁବି ନାହିଁ"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଅସୀମା ପଣ୍ଡା 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "କସ୍ତୁରୀ". ଧରିତ୍ରୀ. 14 September 2023. p. 15. Archived from the original on 24 September 2023. Retrieved 24 September 2023.
  2. ୨.୦ ୨.୧ "ଓଡ଼ିଆ ଘରର କାହାଣୀ". ସମାଜ. No. ରବିବାର. 17 September 2023. Archived from the original on 24 September 2023. Retrieved 24 September 2023.
  3. Sahoo, Samar (16 August 2023). "ପରଦାକୁ ଆସିବ ଚଳଚ୍ଚିତ୍ର 'କସ୍ତୁରୀ' ବାପା ଝିଅର କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ". Nandighosha TV (in ଆମେରିକୀୟ ଇଂରାଜୀ). Archived from the original on 24 September 2023. Retrieved 24 September 2023.

ବାହାର ଆଧାର[ସମ୍ପାଦନା]