କର୍ତ୍ତବ୍ୟ
| କର୍ତ୍ତବ୍ୟ | |
|---|---|
| ନିର୍ଦ୍ଦେଶକ | ମାନସ ରଞ୍ଜନ ପାତ୍ର |
| ପ୍ରଯୋଜକ | ଶଙ୍କର ପାତ୍ର |
| ସଂଳାପ | ସୂର୍ଯ୍ୟ ନାରାୟଣ ବେହେରା |
| କାହାଣୀ | ସୂର୍ଯ୍ୟ ନାରାୟଣ ବେହେରା |
| କଳାକାର | ସତ୍ୟଜିତ ପୁରୋହିତ ରୂପେଶ ତନୁଶ୍ରୀ ପ୍ରିୟଦର୍ଶିନୀ ବିଜୟ ମହାନ୍ତି ଅଶ୍ରୁମୋଚନ ମହାନ୍ତି |
| ସଙ୍ଗୀତ | ପି. କୁମାର |
| ଚିତ୍ରଗ୍ରହଣ | ନିଲୁ, ପ୍ରକାଶ |
| ସମ୍ପାଦକ | ମାନସ ରଞ୍ଜନ ପାତ୍ର |
Production company | ଶ୍ରୀ ଜଗନ୍ନାଥ ମୁଭିଜ୍ ମୁକ୍ତି ଏକ୍ସପ୍ରେସ |
| ଦେଶ | |
| ଭାଷା | ଓଡ଼ିଆ |
କର୍ତ୍ତବ୍ୟ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶଙ୍କର ପାତ୍ର, ଯାହାକି ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପ୍ରଯୋଜନା ସଂସ୍ଥାଦ୍ୱାରା ନିର୍ମାଣ କରାଯାଇଥିଲା । ସୂର୍ଯ୍ୟ ନାରାୟଣ ବେହେରା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମାନସ ରଞ୍ଜନ ପାତ୍ର ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ସତ୍ୟଜିତ ପୁରୋହିତ, ରୂପେଶ, ତନୁଶ୍ରୀ ଓ ପ୍ରିୟଦର୍ଶିନୀ ।[୧] ବିଜୟ ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ରତନ ମେହେର, ଜୀବନ ପଣ୍ଡା, ସୂର୍ଯ୍ୟ ନାରାୟଣ ବେହେରା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ସତ୍ୟଜିତ ପୁରୋହିତ
- ରୂପେଶ
- ତନୁଶ୍ରୀ
- ପ୍ରିୟଦର୍ଶିନୀ
- ବିଜୟ ମହାନ୍ତି
- ଅଶ୍ରୁମୋଚନ ମହାନ୍ତି
- ରଚନ ମେହେର
- ଜୀବନ ପଣ୍ଡା
- ସୂର୍ଯ୍ୟ ନାରାୟଣ ବେହେରା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର । ଅରୁଣ ମନ୍ତ୍ରୀ, ମାନସ ସାସମଲ, ସୂର୍ଯ୍ୟ ନାରାୟଣ ବେହେରା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ, ହ୍ୟୁମାନ ସାଗର, ମାଧବ, କୁମାର ବିଜୁ, ସଞ୍ଜୁ ମହାନ୍ତି, କୁମାର ବାପି, ଗିନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]
ଗୀତ
[ସମ୍ପାଦନା]| କ୍ରମ | ଗୀତ | କବି | ଗାୟକ | ସମୟ |
|---|---|---|---|---|
| 1. | "ଆଲୋ ମୋର ଖିଲି ପାନ" | ମାନସ ସାସମଲ | କୁମାର ବିଜୁ, ଟିନା କୁମାରୀ | |
| 2. | "ଟେନ୍ସନ୍ ଫ୍ରି" | ସୂର୍ଯ୍ୟ ନାରାୟଣ ବେହେରା | ସଞ୍ଜୁ ମହାନ୍ତି |
ଆଧାର
[ସମ୍ପାଦନା]- ↑ "ପହିଲାରେ ରିଲିଜ୍ ହେବ ବିଜୟଙ୍କ ଅଭିନୀତ 'କର୍ତ୍ତବ୍ୟ'". ସକାଳ. No. ଭୁବନେଶ୍ୱର. ଭୁବନେଶ୍ୱର. 28 August 2023. p. 11. Archived from the original on 3 September 2023. Retrieved 3 September 2023.
- ↑ "ରିଲିଜ୍ ହେଲା 'କର୍ତ୍ତବ୍ୟ': ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ". Sambad. ଭୁବନେଶ୍ୱର. 2 September 2023. Archived from the original on 3 September 2023. Retrieved 3 September 2023.
- ↑ "ଆସୁଛି 'କର୍ତ୍ତବ୍ୟ'". ପ୍ରମେୟ. No. ଭୁବନେଶ୍ୱର. 30 August 2023. p. 8. Archived from the original on 3 September 2023. Retrieved 3 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କର୍ତ୍ତବ୍ୟ