ମନସ୍କ

ଉଇକିପିଡ଼ିଆ‌ରୁ
ମନସ୍କ
ନିର୍ଦ୍ଦେଶକମାନସ ସାହୁ
ପ୍ରଯୋଜକଭବାନୀ ପ୍ରସାଦ ମାଝୀ
ସଂଳାପଲିଙ୍ଗରାଜ ନାଥ
ଚିତ୍ରନାଟ୍ୟଲିଙ୍ଗରାଜ ନାଥ
କାହାଣୀଲିଙ୍ଗରାଜ ନାଥ
କଳାକାରଅଶ୍ୱିନୀ ରାୟ ମହାପାତ୍ର
ମଧୁମିତା ବାରିକ
ଚୌଧୁରୀ ବିକାଶ ଦାସ
ସଙ୍ଗୀତକିସଲୟ ରାୟ
ଚିତ୍ରଗ୍ରହଣଶୁଭେନ୍ଦୁ ଘଡ଼େଇ
ସମ୍ପାଦକମନିନ୍ଦର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୪ ମାର୍ଚ୍ଚ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ମନସ୍କ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଭବାନୀ ପ୍ରସାଦ ମାଝୀ ।[୨] ଲିଙ୍ଗରାଜ ନାଥ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ।[୩] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମାନସ ସାହୁ ।[୪] ସଙ୍ଗୀତକାର କିସଲୟ ରାୟ ଏହି କଥାଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଶ୍ୱିନୀ ରାୟ ମହାପାତ୍ର ଓ ମଧୁମିତା ବାରିକ ।[୫] ଚୌଧୁରୀ ବିକାଶ ଦାସ, ଅମୃତାଂଶୁ ବିଷୋୟୀ, ଦେବଦତ୍ତ ନନ୍ଦ, ରାଜେଶ୍ୱର ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]

ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୨୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୭]

ଅଭିନୟ[ସମ୍ପାଦନା]

  • ଅଶ୍ୱିନୀ ରାୟ ମହାପାତ୍ର - ତାନିସ
  • ମଧୁମିତା ବାରିକ - ଶାଲିନୀ
  • ଚୌଧୁରୀ ବିକାଶ ଦାସ - ପାଗଳ ବାବା
  • ଭାବାନୀ ପ୍ରସାଦ - ରଘୁ
  • ଦେବଦତ୍ତ ନନ୍ଦ - ପିଟର
  • ରାଜେଶ୍ୱର ପାତ୍ର - କାନ୍ତବାବୁ
  • ମିନତି ପଟ୍ଟନାୟ - ପାଗିଳୀ
  • ଅମୃତାଂଶୁ ବିଷୋୟୀ (ଶିଶୁ କଳାକାର)

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ କିସଲୟ ରାୟ ।[୮]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. Pradhan, Dharmendra (26 March 2023). "ହିନ୍ଦୀ ଫିଲ୍ମ ହାଉସଫୁଲ୍, ଓଡ଼ିଆ ସିନେମା ଫାଙ୍କା। ଓଡ଼ିଆ ସିନେମାକୁ ମିଳୁ ନାହାନ୍ତି ଦର୍ଶକ!". କନକ ନ୍ୟୁଜ୍. Archived from the original on 27 March 2023. Retrieved 27 March 2023. {{cite news}}: |archive-date= / |archive-url= timestamp mismatch; 26 ମାର୍ଚ୍ଚ 2023 suggested (help)
  2. "ଓଡ଼ିଆ ଫିଲ୍ମ ମନସ୍କର ଟ୍ରେଲର ରିଲିଜ". ETV Bharat News. ଭୁବନେଶ୍ୱର. 18 December 2022. Archived from the original on 27 March 2023. Retrieved 27 March 2023. {{cite news}}: |archive-date= / |archive-url= timestamp mismatch; 21 ମାର୍ଚ୍ଚ 2023 suggested (help)
  3. "Odia Movie 'Manaska' To Hit Theatres This Month". odishabytes (in English). Bhubaneswar. 12 March 2023. Archived from the original on 27 March 2023. Retrieved 27 March 2023. {{cite news}}: |archive-date= / |archive-url= timestamp mismatch; 21 ମାର୍ଚ୍ଚ 2023 suggested (help)CS1 maint: unrecognized language (link)
  4. "Odia film Manaska is all set for big release". OrissaPOST (in English). Bhubaneswar. 22 March 2023. p. 2. Archived from the original on 27 March 2023. Retrieved 27 March 2023.{{cite news}}: CS1 maint: unrecognized language (link)
  5. "ଆଜି ବଡ଼ ପରଦାରେ ମୁକ୍ତିଲାଭ କରୁଛି ତିନି ଓଡ଼ିଆ ସିନେମା, ବୃନ୍ଦାବନରେ ହେବ 'ନାରୀ ନୁହେଁ ତୁ ଅର୍ଦ୍ଧନାରୀ' ପ୍ରିମିୟର". PRAMEYA. ଭୁବନେଶ୍ୱର. 24 March 2023. Archived from the original on 28 March 2023. Retrieved 28 March 2023.
  6. "MANASKA – A journey that will unveil the unspoken truth of spirit and mind released today in Odisha". Odisha Diary (in English). Bhubaneswar. 26 March 2023. Archived from the original on 27 March 2023. Retrieved 27 March 2023.{{cite news}}: CS1 maint: unrecognized language (link)
  7. "Manaska Movie ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମନସ୍କ". ETV Bharat (Odisha). ଭୁବନେଶ୍ୱର. 25 March 2023. Archived from the original on 27 March 2023. Retrieved 27 March 2023.
  8. "ମୁକ୍ତିଲାଭ କରୁଛି ତିନି ଓଡ଼ିଆ ସିନେମା". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 24 March 2023. p. 17. Archived from the original on 25 March 2023. Retrieved 25 March 2023.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ମନସ୍କ