କାଇଁଚ ମାଳି
କାଇଁଚ ମାଳି | |
---|---|
ନିର୍ଦ୍ଦେଶକ | ମହେଶ ହାଜ୍ରା |
ପ୍ରଯୋଜକ | ସତ୍ୟଜିତ ବାଗ |
ସଂଳାପ | ବିଶ୍ୱ ଭୂଷଣ ମିଶ୍ର |
ଚିତ୍ରନାଟ୍ୟ | ବିଶ୍ୱ ଭୂଷଣ ମିଶ୍ର |
କାହାଣୀ | ମହେଶ ହାଜ୍ରା |
କଳାକାର | ସୁଭାଶିଷ ଶର୍ମା ସୁପ୍ରିୟା ନାୟକ ନମ୍ରତା ଥାପା ଦୁଷ୍ମନ୍ତ ପଣ୍ଡା ଦୈତାରି ପଣ୍ଡା |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୬ ଅକ୍ଟୋବର ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କାଇଁଚ ମାଳି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସତ୍ୟଜିତ ବାଗ ।[୧] ବିଶ୍ୱ ଭୂଷଣ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ମହେଶ ହାଜ୍ରା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, ସୁପ୍ରିୟା ନାୟକ, ନମ୍ରତା ଥାପା ଓ ଦୁଷ୍ମନ୍ତ ପଣ୍ଡା ।[୪] ଦୈତାରି ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଅଶ୍ରୁମୋଚନ ମହାନ୍ତି, ପିୟୂଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]
ଅଭିନୟ
[ସମ୍ପାଦନା]- ସୁଭାଶିଷ ଶର୍ମା
- ସୁପ୍ରିୟା ନାୟକ
- ନମ୍ରତା ଥାପା
- ଦୁଷ୍ମନ୍ତ ପଣ୍ଡା
- ଦୈତାରି ପଣ୍ଡା
- ପ୍ରିୟଙ୍କା ମହାପାତ୍ର
- ଅଶ୍ରୁମୋଚନ ମହାନ୍ତି
- ପିୟୂଷ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୨] ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "କାଇଁଚ ମାଳି" | ଅରୁଣ ମନ୍ତ୍ରୀ | ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର | |
2. | "ଲାହାରମଣି" | ନିର୍ମଳ ନାୟକ | କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା |
ମୁକ୍ତିଲାଭ
[ସମ୍ପାଦନା]ଏହି କଥାଚିତ୍ରଟି ୨୦୨୩ ମସିହାର ଅକ୍ଟୋବର ୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୬]
ଆଧାର
[ସମ୍ପାଦନା]- ↑ "ମାଟିର ଗପ". ସମାଜ. No. ରବିବାର. 10 September 2023. p. 8. Archived from the original on 11 September 2023. Retrieved 11 September 2023.
- ↑ ୨.୦ ୨.୧ "ମଣ୍ଟୁ-ସୁପ୍ରିୟାଙ୍କ ଖୁସି". ସମାଜ. No. ରବିବାର. 24 September 2023. Archived from the original on 24 September 2023. Retrieved 24 September 2023.
- ↑ "ବଡ଼ ପରଦାରେ ମହେଶ". ଧରିତ୍ରୀ. No. ଭୁବନେଶ୍ୱର. 25 May 2023. p. ୧୭. Archived from the original on 23 September 2023. Retrieved 23 September 2023.
- ↑ "2 Odia movies Mind Game and Kaincha Mali hit screens today". Prameya (English) (in ଇଂରାଜୀ). 6 October 2023. Archived from the original on 6 October 2023. Retrieved 6 October 2023.
- ↑ "ପରଦାରେ କାଇଁଚମାଳି". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.
- ↑ "ପ୍ରେକ୍ଷାଳୟରେ ଫ୍ରାଇଡେ ରିଲିଜ୍: 'ମାଇଣ୍ଡ୍ ଗେମ୍' ସହ 'କାଇଁଚ ମାଳି'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 6 October 2023. p. ୧୨. Archived from the original on 6 October 2023. Retrieved 6 October 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କାଇଁଚ ମାଳି
- ଗୀତ ପ୍ଲେ-ଲିଷ୍ଟ