କାଇଁଚ ମାଳି

ଉଇକିପିଡ଼ିଆ‌ରୁ
କାଇଁଚ ମାଳି
ନିର୍ଦ୍ଦେଶକମହେଶ ହାଜ୍‌ରା
ପ୍ରଯୋଜକସତ୍ୟଜିତ ବାଗ
ସଂଳାପବିଶ୍ୱ ଭୂଷଣ ମିଶ୍ର
ଚିତ୍ରନାଟ୍ୟବିଶ୍ୱ ଭୂଷଣ ମିଶ୍ର
କାହାଣୀମହେଶ ହାଜ୍‌ରା
କଳାକାରସୁଭାଶିଷ ଶର୍ମା
ସୁପ୍ରିୟା ନାୟକ
ନମ୍ରତା ଥାପା
ଦୁଷ୍ମନ୍ତ ପଣ୍ଡା
ଦୈତାରି ପଣ୍ଡା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୬ ଅକ୍ଟୋବର ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

କାଇଁଚ ମାଳି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସତ୍ୟଜିତ ବାଗ ।[୧] ବିଶ୍ୱ ଭୂଷଣ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ମହେଶ ହାଜ୍‌ରା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, ସୁପ୍ରିୟା ନାୟକ, ନମ୍ରତା ଥାପା ଓ ଦୁଷ୍ମନ୍ତ ପଣ୍ଡା ।[୪] ଦୈତାରି ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଅଶ୍ରୁମୋଚନ ମହାନ୍ତି, ପିୟୂଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୨] ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."କାଇଁଚ ମାଳି"ଅରୁଣ ମନ୍ତ୍ରୀଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର 
2."ଲାହାରମଣି"ନିର୍ମଳ ନାୟକକୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା 

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୩ ମସିହାର ଅକ୍ଟୋବର ୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୬]

ଆଧାର[ସମ୍ପାଦନା]

  1. "ମାଟିର ଗପ". ସମାଜ. No. ରବିବାର. 10 September 2023. p. 8. Archived from the original on 11 September 2023. Retrieved 11 September 2023.
  2. ୨.୦ ୨.୧ "ମଣ୍ଟୁ-ସୁପ୍ରିୟାଙ୍କ ଖୁସି". ସମାଜ. No. ରବିବାର. 24 September 2023. Archived from the original on 24 September 2023. Retrieved 24 September 2023.
  3. "ବଡ଼ ପରଦାରେ ମହେଶ". ଧରିତ୍ରୀ. No. ଭୁବନେଶ୍ୱର. 25 May 2023. p. ୧୭. Archived from the original on 23 September 2023. Retrieved 23 September 2023.
  4. "2 Odia movies Mind Game and Kaincha Mali hit screens today". Prameya (English) (in ଇଂରାଜୀ). 6 October 2023. Archived from the original on 6 October 2023. Retrieved 6 October 2023.
  5. "ପରଦାରେ କାଇଁଚମାଳି". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.
  6. "ପ୍ରେକ୍ଷାଳୟରେ ଫ୍ରାଇଡେ ରିଲିଜ୍: 'ମାଇଣ୍ଡ୍ ଗେମ୍' ସହ 'କାଇଁଚ ମାଳି'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 6 October 2023. p. ୧୨. Archived from the original on 6 October 2023. Retrieved 6 October 2023.

ବାହାର ଆଧାର[ସମ୍ପାଦନା]