ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍

ଉଇକିପିଡ଼ିଆ‌ରୁ
ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକପ୍ରିତମ ସାହୁ
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀଭରଦ୍ୱାଜ ପଣ୍ଡା
କଳାକାରସିଦ୍ଧାନ୍ତ ମହାପାତ୍ର
ଶୈଳେନ୍ଦ୍ର ସାମନ୍ତରାୟ
ଶିବାନୀ ସଙ୍ଗୀତା
ନମ୍ରତା ଥାପା
ବବି ମିଶ୍ର
ସଙ୍ଗୀତଅସଦ ନିଜାମ
ଚିତ୍ରଗ୍ରହଣସ୍ୱର୍ଣ୍ଣ ପ୍ରସାଦ
ସମ୍ପାଦକମାନସ କୁମାର ସାହୁ
ବିତରକପ୍ରକାଶ ଫିଲ୍ମସ୍
ଦେଶ ଭାରତ
ଭାଷାଓଡ଼ିଆ

ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରୀତମ ସାହୁ ।[୨][୩] ଭରଦ୍ୱାଜ ପଣ୍ଡା ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।[୫][୬] ସଙ୍ଗୀତକାର ଅସଜ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଶୈଳେନ୍ଦ୍ର ସାମନ୍ତରାୟ, ଶିବାନୀ ସଙ୍ଗୀତା ଓ ନମ୍ରତା ଥାପା ।[୭] ବବି ମିଶ୍ର, କ୍ରିଷ୍ଣା କର, ଚୌଧୁରୀ ଜୟପ୍ରକାଶ ଦାସ, ରାକ୍ଷୀ ଦାଶ, ଏଲି ପାଢ଼ୀ, ଜୀବନ ପଣ୍ଡା, ସୂର୍ଯ୍ୟମୟୀ ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ଅସଦ ନିଜାମ ।[୯] ପୁଷ୍ପକ ପରିଡ଼ା, ରଞ୍ଜନ ନାୟକ, ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ନଭ୍ୟା ଜ୍ୟୋତି, କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୦]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍"ପୁଷ୍ପକ ପରିଡ଼ାନଭ୍ୟା ଜ୍ୟୋତି 
2."ତୁ ଆଶାମଣି ପରି"ରଞ୍ଜନ ନାୟକକୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା 
3."ସୁନେଲି ଚମକ[୧୧]"ପୁଷ୍ପକ ପରିଡ଼ାଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର 
4."ପ୍ରେମ ଖଞ୍ଜଣୀ"ତପୁ ନାୟକଅସୀମା ପଣ୍ଡା, ହ୍ୟୁମାନ ସାଗର 
5."ଥମିଯା' ସମୟ"ତପୁ ନାୟକସ୍ୱୟମ ପାଢ଼ୀ, ଅସୀମା ପଣ୍ଡା 

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୧୩ ତାରିଖରେ ରଜ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧୨][୧୩] ଏହା ଓଡ଼ିଶାରେ ୪୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧୪]

ଆଧାର[ସମ୍ପାଦନା]

  1. "Guddu Gangster". The Times of India. ISSN 0971-8257. Retrieved 2023-10-05.
  2. "ଗୁଡୁ ଗ୍ୟାଙ୍ଗଷ୍ଟର୍". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.
  3. "'ପରବ'ରେ ସିଦ୍ଧାନ୍ତ". ସକାଳ. No. ଭୁବନେଶ୍ୱର. 18 June 2023. p. 2. Archived from the original on 10 October 2023. Retrieved 10 October 2023.
  4. ୪.୦ ୪.୧ "ଗୁଡ୍ଦୁ ଗ୍ୟାଙ୍ଗ୍‌ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
  5. "ଅଶୋକଙ୍କ ଆଶା". ସକାଳ. No. ଭୁବନେଶ୍ୱର. 14 May 2023. p. 14. Archived from the original on 19 September 2023. Retrieved 19 September 2023.
  6. "ସେଟ୍‌ରେ ଅଶୋକ". ସକାଳ. No. ଭୁବନେଶ୍ୱର. 28 May 2023. p. 2. Archived from the original on 29 September 2023. Retrieved 29 September 2023.
  7. "ଆମ ନାଁ ଗଙ୍ଗାଧର". ସମାଜ. No. ରବିବାର. 9 April 2023. p. 8. Archived from the original on 17 April 2023. Retrieved 17 April 2023.
  8. "ଶୈଳେନ୍ଦ୍ରଙ୍କ ଭୂମିକା". ସକାଳ. No. ଭୁବନେଶ୍ୱର. 14 May 2023. p. 14. Archived from the original on 19 September 2023. Retrieved 19 September 2023.
  9. "Motion Teaser Of Odia Film Guddu Gangster On March 24". Odisha Bytes (in ଆମେରିକୀୟ ଇଂରାଜୀ). 17 March 2023. Archived from the original on 5 October 2023. Retrieved 5 October 2023.
  10. "ଟୁ-ଜିରେ ବ୍ୟସ୍ତ ଶିବାନୀ". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
  11. "ସୁନେଲି ଚମକ". No. ଭୁବନେଶ୍ୱର. 4 June 2023. p. ୧୮. Archived from the original on 26 September 2023. Retrieved 26 September 2023.
  12. "ଲଭ୍ ଇନ୍ ଲଣ୍ଡନ ବନାମ ଗୁଡୁ ଗ୍ୟାଙ୍ଗଷ୍ଟର". ଧରିତ୍ରୀ. No. ଭୁବନେଶ୍ୱର. 8 June 2023. p. ୨୧. Archived from the original on 3 October 2023. Retrieved 3 October 2023.
  13. "ଏଥର ରଜ ବଜାରରେ ନଜର ଆସିବେନି ଲୋକପ୍ରିୟ ନାୟକ ବାବୁସାନ୍". Sambad (in Odia). 11 June 2023. Archived from the original on 5 October 2023. Retrieved 5 October 2023.{{cite web}}: CS1 maint: unrecognized language (link)
  14. "ମୁହାଁମୁହିଁ ହେବେ ସିଦ୍ଧାନ୍ତ-ଅନୁଭବ". ପ୍ରେମୟେ. No. ଭୁବନେଶ୍ୱର. ଭୁବନେଶ୍ୱର. 13 June 2023. p. ୧୩. Archived from the original on 5 October 2023. Retrieved 5 October 2023.

ବାହାର ଆଧାର[ସମ୍ପାଦନା]