ହାପି ଏଣ୍ଡିଂ
ଦେଖଣା
| ହାପି ଏଣ୍ଡିଂ | |
|---|---|
| ନିର୍ଦ୍ଦେଶକ | ତୁଷାର |
| ପ୍ରଯୋଜକ | ଅତୀସ କୁମାର ରାଉତ |
| ସଂଳାପ | ପ୍ରସନ୍ନ ପାଟ୍ଟଶାଣୀ |
| ଚିତ୍ରନାଟ୍ୟ | ଶାଶ୍ୱତ ଭୂୟାଁ |
| କାହାଣୀ | ଶାଶ୍ୱତ ଭୂୟାଁ |
| କଳାକାର | ତୁଷାର ପ୍ରିୟଙ୍କା ମାନସ ଲିପିକା |
| ସଙ୍ଗୀତ | ବିଶ୍ୱଜିତ ମହାପାତ୍ର |
| ଚିତ୍ରଗ୍ରହଣ | ଲିପୁ |
ମୁକ୍ତିଲାଭ ତାରିଖ | ୨୧ ଅପ୍ରେଲ ୨୦୨୩ |
କଥାଚିତ୍ରର ସମୟ | ୧ ଘଣ୍ଟା ୪୫ ମିନିଟ୍ |
| ଦେଶ | |
| ଭାଷା | ଓଡ଼ିଆ |
ହାପି ଏଣ୍ଡିଂ ୨୦୨୩ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅତୀସ କୁମାର ରାଉତ । ଶାଶ୍ୱତ ଭୂୟାଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ଅଭିନେତା ତୁଷାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧][୨] ସଙ୍ଗୀତକାର ବିଶ୍ୱଜିତ ମହାପାତ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର ଓ ପ୍ରିୟଙ୍କା ।[୩] ମାନସ, ଲିପିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ଅପ୍ରେଲ ୨୧ ତାରିଖରେ କଞ୍ଚାଲଙ୍କା ଓଟିଟିରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ତୁଷାର
- ପ୍ରିୟଙ୍କା
- ମାନସ
- ଲିପିକା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ ମହାପାତ୍ର ।[୧]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]- 1 2 "କଞ୍ଚାଲଙ୍କାରେ 'ହାପି ଏଣ୍ଡିଂ'". ପ୍ରମେୟ. No. ତାରକା ଦୁନିଆ. 26 April 2023. Archived from the original on 10 September 2023. Retrieved 10 September 2023.
- 1 2 "କଞ୍ଚା ଲଙ୍କାରେ 'ହାପି ଏଣ୍ଡିଙ୍ଗ୍'". ନିର୍ଭୟ. 21 April 2023. p. ୧୦. Archived from the original on 2 September 2023. Retrieved 2 September 2023.
- ↑ "ଜମିଲା ଯୋଡ଼ି". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହାପି ଏଣ୍ଡିଂ