ସୁକ ଭାଇର ସୋଲେ

ଉଇକିପିଡ଼ିଆ‌ରୁ
ସୁକ ଭାଇର ସୋଲେ
ନିର୍ଦ୍ଦେଶକସ୍ନେହାଶିଷ ଦାସ
ପ୍ରଯୋଜକକୌଶିକ ଦାସ
କାହାଣୀସ୍ନେହାଶିଷ ଦାସ
କଳାକାରସତ୍ୟ ରଞ୍ଜନ
ଅନୁଭା ସୌର୍ଯ୍ୟା
ସୁକାନ୍ତ ରଥ
ଚୌଧୁରୀ ଜୟପ୍ରକାଶ ଦାସ
ଧରିତ୍ରୀ ଖଣ୍ଡୁଆଳ
ସଙ୍ଗୀତଅଭିଜିତ ମିଶ୍ର
ଚିତ୍ରଗ୍ରହଣଶ୍ରୀକାନ୍ତ ପଟ୍ଟନାୟକ
ସମ୍ପାଦକସରୋଜ ରାଉଳ
ମୁକ୍ତିଲାଭ ତାରିଖ
୧୦ ଜୁନ ୨୦୨୩
କଥାଚିତ୍ରର ସମୟ
୯୬ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ସୁକ ଭାଇର ସୋଲେ ୨୦୨୩ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ ।[୧] ନିର୍ଦ୍ଦେଶକ ସ୍ନେହାଶିଷ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଏହି କଥାଚିତରଟିର ସ୍ୱର ସଂଯୋଜନା କରିଥିଲେ ।

ସତ୍ୟ ରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଧରିତ୍ରୀ ଖଣ୍ଡୁଆଳ, ପ୍ରଣବ ପ୍ରସନ୍ନ ରଥ, ଶଶଧର ପ୍ରଧାନ, ଚୁନି, ସସ୍ମିତା, ମଧୁସୂଦନ ମିଶ୍ର, ତ୍ରିପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମିଶ୍ର ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."କାହିଁକି ଏମିତି ହୁଏ"ସ୍ନେହାଶିଷ ଦାସଅଭିଜିତ ମିଶ୍ର୦୩:୩୦

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୧୦ ତାରିଖରେ ଆଓ ନେକ୍ସଟ ଓଟିଟିରେ ମୁକ୍ତିଲାଭ କରିଥିଲା ।[୨] ଏହାକୁ ପରେ ବଙ୍ଗଳାରେ ଭାଷାରେ ଡବିଂ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. "ଆସୁଛି 'ଶୁକ ଭାଇର ସୋଲେ'". ପ୍ରମେୟ. No. ତାରକା ଦୁନିଆ. 7 June 2023. p. ୨୫. Archived from the original on 3 October 2023. Retrieved 3 October 2023.
  2. ୨.୦ ୨.୧ "ଶୁକ ଭାଇର ସୋଲେ". ଧରିତ୍ରୀ. No. ଭୁବନେଶ୍ୱର. 8 June 2023. p. ୨୧. Archived from the original on 3 October 2023. Retrieved 3 October 2023.

ବାହାର ଆଧାର[ସମ୍ପାଦନା]