ପଗ୍‌ଲୁ

ଉଇକିପିଡ଼ିଆ‌ରୁ
ପଗ୍‌ଲୁ
ନିର୍ଦ୍ଦେଶକରାମ ପ୍ରସାଦ ସାମଲ
ପ୍ରଯୋଜକଜଗନ୍ନାଥ ପାଟଯୋଶୀ ମହାପାତ୍ର
କଳାକାରପ୍ରକୃତି ମିଶ୍ର
ଅଭିଷେକ ବେଉରା
ମିହିର ଦାସ
ଅପରାଜିତା ମହାନ୍ତି
ଦୈତାରି ପଣ୍ଡା
ପପୁ ପମ ପମ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୨ ଜୁଲାଇ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ପଗ୍‌ଲୁ, ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଜଗନ୍ନାଥ ପଟଯୋଶୀ ମହାପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ରାମ ପ୍ରସାଦ ସାମଲ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରକୃତି ମିଶ୍ର ଓ ଅଭିଷେକ ବେଉରା ।[୧][୨] ମିହିର ଦାସ, ଅପରାଜିତା ମହାନ୍ତି, ଦୈତାରି ପଣ୍ଡା, ପପୁ ପମ ପମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

୨୦୨୩ ମସିହାର ଜୁଲାଇ ୨ ତାରିଖରେ ଏହି କଥାଚିତ୍ରଟି କଲର୍ସ ଓଡ଼ିଆରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୫]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍‌ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  2. Rath, Punya Prava. "Odia Actress Prakruti Mishra Shooting For HerFirst Bollywood Movie In Shimla;". odishabytes. Retrieved 21 February 2022. It was her post on instagram about her upcoming Odia film, Paglu, that caught our attention.
  3. "'ପଗ୍‌ଲୁ'ରେ ମୁସଲିମ୍‌ ଯୁବତୀ ଭୂମିକାରେ ନଜର ଆସିବେ ପ୍ରକୁତି | Odisha Crime News". odishacrimenews.com. 17 September 2018. Archived from the original on 19 February 2022. Retrieved 1 October 2018.
  4. "ପୁରୁଣା ରୂପରେ ଆସୁୁଛନ୍ତି ପୁଣି ପପୁ ପମ୍‌ପମ୍‌ | Sambad". Sambad (in Odia). Odisha. 20 September 2018. Archived from the original on 25 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  5. TNN (11 September 2018). "Paglu music releases at school auditorium". The Times of India (in ଇଂରାଜୀ). Retrieved 21 February 2022. The music release of Odia film Paglu ...The film has Papu Pam Pam, Prakruti Mishra, Mihir Das, Aparajita Mohaanty, Daitari Panda essaying different roles along with Raja Abhishek playing the central character, Paglu.

ବାହାର ଆଧାର[ସମ୍ପାଦନା]