ପଗ୍‌ଲୁ

ଉଇକିପିଡ଼ିଆ ରୁ
Jump to navigation Jump to search
ପଗ୍‌ଲୁ
ନିର୍ଦ୍ଦେଶକରାମ ପ୍ରସାଦ ସାମଲ
ପ୍ରଯୋଜକଜଗନ୍ନାଥ ପାଟଯୋଶୀ ମହାପାତ୍ର
କଳାକାରପ୍ରକୃତି ମିଶ୍ର
ଅଭିଷେକ ବେଉରା
ମିହିର ଦାସ
ଅପରାଜିତା ମହାନ୍ତି
ଦୈତାରି ପଣ୍ଡା
ପପୁ ପମ ପମ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ପଗ୍‌ଲୁ, ୨୦୧୮ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଜଗନ୍ନାଥ ପଟଯୋଶୀ ମହାପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ରାମ ପ୍ରସାଦ ସାମଲ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରକୃତି ମିଶ୍ର ଓ ଅଭିଷେକ ବେଉରା ।[୧] ମିହିର ଦାସ, ଅପରାଜିତା ମହାନ୍ତି, ଦୈତାରି ପଣ୍ଡା, ପପୁ ପମ ପମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍‌ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 17 September 2018. Retrieved 17 September 2018.CS1 maint: Unrecognized language (link)
  2. "'ପଗ୍‌ଲୁ'ରେ ମୁସଲିମ୍‌ ଯୁବତୀ ଭୂମିକାରେ ନଜର ଆସିବେ ପ୍ରକୁତି | Odisha Crime News". odishacrimenews.com. 17 September 2018. Retrieved 1 October 2018.
  3. "ପୁରୁଣା ରୂପରେ ଆସୁୁଛନ୍ତି ପୁଣି ପପୁ ପମ୍‌ପମ୍‌ | Sambad". Sambad (in Odia). Odisha. 20 September 2018. Archived from the original on 2 October 2018. Retrieved 2 October 2018.CS1 maint: Unrecognized language (link)

ବାହାର ଆଧାର[ସମ୍ପାଦନା]