ପ୍ରିୟାର ପ୍ରି-ୱେଡିଂ ଲଭ୍‌ଷ୍ଟୋରୀ

ଉଇକିପିଡ଼ିଆ‌ରୁ
ପ୍ରିୟାର ପ୍ରି-ୱେଡିଂ ଲଭ୍‌ଷ୍ଟୋରୀ
ନିର୍ଦ୍ଦେଶକରାଜେନ୍ଦ୍ର ମହାନ୍ତ
ପ୍ରଯୋଜକସଞ୍ଜିବ ଦ୍ୱିବେଦୀ
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀଭରଦ୍ୱାଜ ପଣ୍ଡା
କଳାକାରସମ୍ଭବ ମାନସିଂହ
ଅଙ୍କିତ କୁମାର
ତୃପ୍ତି ମିରାମ୍ବିକା
ମହିମା ଦାଶ
ସଙ୍ଗୀତବିଭୂତି ଭୂଷଣ ଗଡ଼ନାୟକ
ଚିତ୍ରଗ୍ରହଣପ୍ରଦୀପ ନାୟକ
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୩୦ ଅପ୍ରେଲ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ପ୍ରିୟାର ପ୍ରି-ୱେଡିଂ ଲଭ୍‌ଷ୍ଟୋରୀ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜିବ ଦ୍ୱିବେଦୀ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜେନ୍ଦ୍ର ମହାନ୍ତ । ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ଭବ ମାନସିଂହ, ଅଙ୍କିତ କୁମାର ଓ ତୃପ୍ତି ମିରାମ୍ବିକା । ମହିମା ଦାଶ, ଆକାଶ ଓ ପ୍ରସନ୍ନଜିତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୩୦ ଅପ୍ରେଲ ୨୦୨୩ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ । ନିର୍ମଳ ନାୟକ, ଦେବୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]