କନ୍ୟାଦାନ (୨୦୨୩ ଓଡ଼ିଆ କଥାଚିତ୍ର)
କନ୍ୟାଦାନ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | କବିର ଦାସ |
ସଂଳାପ | ପ୍ରିୟବ୍ରତ |
ଚିତ୍ରନାଟ୍ୟ | ପ୍ରିୟବ୍ରତ |
କାହାଣୀ | ପ୍ରିୟବ୍ରତ |
କଳାକାର | ମହାଶ୍ୱେତା ରାୟ ଜସ୍ମିନ ରଥ ବିକ୍ରମ କେଶରୀ ମହାନ୍ତି ଅମିର |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ଡି. ଶ୍ରୀନିବାସ |
ସମ୍ପାଦକ | ରାଜେଶ ଦାଶ |
Production company | ଜୀ ସାର୍ଥକ ଫିଲ୍ମସ୍ |
ମୁକ୍ତିଲାଭ ତାରିଖ | ୨୯ ଜାନୁଆରୀ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କନ୍ୟାଦାନ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ କବିର ଦାସ । ପ୍ରିୟବ୍ରତ ଏହି କଥାଚିତ୍ରଟିର କାହଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨] ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ବିକ୍ରମ ମହାନ୍ତି, ଜସ୍ମିନ ରଥ ଓ ଅମିର । ମହାଶ୍ୱେତା ରାୟ, ଅଶୋକ ଦାସ, ନମିତା ଦାସ, ଦେବୁ ପଟ୍ଟନାୟକ, ଐଶ୍ୱର୍ଯ୍ୟା ବେହେରା, ବିଦୁଭୂଷଣ ଷଡ଼ଙ୍ଗୀ, ଆରାଧନା, କେଶବ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ଜାନୁଆରୀ ୨୯ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ମହାଶ୍ୱେତା ରାୟ[୩]
- ଜସ୍ମିନ ରଥ[୧]
- ବିକ୍ରମ କେଶରୀ ମହାନ୍ତି
- ଅମିର
- ଅଶୋକ ଦାସ
- ନମିତା ଦାସ
- ଦେବୁ ପଟ୍ଟନାୟକ
- ଐଶ୍ୱର୍ଯ୍ୟା ବେହେରା
- ବିଦୁଭୂଷଣ ଷଡ଼ଙ୍ଗୀ
- ଆରାଧନା
- କେଶବ ମଲ୍ଲିକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ।[୩] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଦେବାଂଶୀ, ସୁଭାଶିଷ ଲେଙ୍କା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪] ୨୦ ଜାନୁଆରୀ ୨୦୨୩ରେ ଏହି କଥାଚିତ୍ରଟିର ଅଡ଼ିଓ ରିଲିଜ୍ ହୋଇଥିଲା ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ରେ ପରଦେଶୀ" | ନିର୍ମଳ ନାୟକ | ସୁଭାଶିଷ, ଅନ୍ତରା ଚକ୍ରବର୍ତ୍ତୀ | |
2. | "ସଜନୀ" | |||
3. | "କିଏ ଟାଣିଦେଲା ଏ ଲକ୍ଷ୍ମଣରେଖା" | |||
4. | "ମା'ଟିଏ ପରା ତୁହି" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "ଜସ୍ମିନ୍ଙ୍କ ଅଭିନୟ ଯାତ୍ରା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ "କନ୍ୟାଦାନ". ସକାଳ. No. ଭୁବନେଶ୍ୱର. 22 January 2023. p. 14. Archived from the original on 24 March 2023. Retrieved 24 March 2023.
- ↑ ୩.୦ ୩.୧ "ଗୌରୀନାନୀଙ୍କ ଖୁସି". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.
- ↑ "ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'କନ୍ୟାଦାନ'ର ଅଡିଓ ଲୋକାର୍ପିତ". ସକାଳ. No. ଭୁବନେଶ୍ୱର. 21 January 2023. p. 10. Archived from the original on 24 March 2023. Retrieved 24 March 2023.
- ↑ "୨୯ରେ ଜୀ-ସାର୍ଥକରେ ଆସିବ 'କନ୍ୟାଦାନ'". ଡୁମାଣୀ ଖବର. 24 January 2023. p. 8. Archived from the original on 24 March 2023. Retrieved 24 March 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କନ୍ୟାଦାନ