ଆଇପିଏସ୍ ଦୁର୍ଗା
ଆଇପିଏସ୍ ଦୁର୍ଗା | |
---|---|
ନିର୍ଦ୍ଦେଶକ | ରାଜା ଡି |
ପ୍ରଯୋଜକ | ବିଜୟ କାଣ୍ଡୋଇ |
କାହାଣୀ | ଭରଦ୍ୱାଜ ପଣ୍ଡା |
କଳାକାର | ସୂର୍ଯ୍ୟମୟୀ ମହାପାତ୍ର ସୁକାନ୍ତ ରଥ ମହାପ୍ରସାଦ କର ମଧୁମିତା ମହାନ୍ତି |
ସଙ୍ଗୀତ | ଗୁଡ୍ଲୀ ରଥ |
ବିତରକ | ଜୀ ସାର୍ଥକ |
ମୁକ୍ତିଲାଭ ତାରିଖ | ୨୪ ଅପ୍ରେଲ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆଇପିଏସ୍ ଦୁର୍ଗା ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କାଣ୍ଡୋଇ, ଯାହାକି ଭିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ହୋଇଥିଲେ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜା ଡି । ସଙ୍ଗୀତକାର ଗୁଡ୍ଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୂର୍ଯ୍ୟମୟୀ ମହାପାତ୍ର ।[୨] ସୁକାନ୍ତ ରଥ, ମହାପ୍ରସାଦ କର, ମଧୁମିତା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୪ ଅପ୍ରେଲ ୨୦୨୩ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲୀ ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଜହ୍ନ ଆମକୁ ଲୁଚି ଦେଖୁଛି" | ଶଶାଙ୍କ ଶେଖର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "'ଆଇପିଏସ ଦୁର୍ଗା' ଚଳଚ୍ଚିତ୍ରର ଅଡ଼ିଓ ଲୋକାର୍ପିତ - Samaja Live". ସମାଜ (ପୋର୍ଟାଲ୍). 19 April 2023. Archived from the original on 9 September 2023. Retrieved 9 September 2023.
- ↑ ୨.୦ ୨.୧ ବିଶ୍ୱାଳ, ସ୍ମିତାଲୋକ (19 April 2023). "ପୋଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ". Odisha Sambad. ଭୁବନେଶ୍ୱର. Archived from the original on 9 September 2023. Retrieved 9 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଇପିଏସ୍ ଦୁର୍ଗା