ଆଇପିଏସ୍ ଦୁର୍ଗା

ଉଇକିପିଡ଼ିଆ‌ରୁ
ଆଇପିଏସ୍ ଦୁର୍ଗା
ନିର୍ଦ୍ଦେଶକରାଜା ଡି
ପ୍ରଯୋଜକବିଜୟ କାଣ୍ଡୋଇ
କାହାଣୀଭରଦ୍ୱାଜ ପଣ୍ଡା
କଳାକାରସୂର୍ଯ୍ୟମୟୀ ମହାପାତ୍ର
ସୁକାନ୍ତ ରଥ
ମହାପ୍ରସାଦ କର
ମଧୁମିତା ମହାନ୍ତି
ସଙ୍ଗୀତଗୁଡ୍‌ଲୀ ରଥ
ବିତରକଜୀ ସାର୍ଥକ
ମୁକ୍ତିଲାଭ ତାରିଖ
୨୪ ଅପ୍ରେଲ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଆଇପିଏସ୍ ଦୁର୍ଗା ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କାଣ୍ଡୋଇ, ଯାହାକି ଭିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ହୋଇଥିଲେ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜା ଡି । ସଙ୍ଗୀତକାର ଗୁଡ୍‌ଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୂର୍ଯ୍ୟମୟୀ ମହାପାତ୍ର ।[୨] ସୁକାନ୍ତ ରଥ, ମହାପ୍ରସାଦ କର, ମଧୁମିତା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୪ ଅପ୍ରେଲ ୨୦୨୩ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲୀ ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଜହ୍ନ ଆମକୁ ଲୁଚି ଦେଖୁଛି"ଶଶାଙ୍କ ଶେଖର 

ଆଧାର[ସମ୍ପାଦନା]

  1. ୧.୦ ୧.୧ "'ଆଇପିଏସ ଦୁର୍ଗା' ଚଳଚ୍ଚିତ୍ରର ଅଡ଼ିଓ ଲୋକାର୍ପିତ - Samaja Live". ସମାଜ (ପୋର୍ଟାଲ୍). 19 April 2023. Archived from the original on 9 September 2023. Retrieved 9 September 2023.
  2. ୨.୦ ୨.୧ ବିଶ୍ୱାଳ, ସ୍ମିତାଲୋକ (19 April 2023). "ପୋଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ". Odisha Sambad. ଭୁବନେଶ୍ୱର. Archived from the original on 9 September 2023. Retrieved 9 September 2023.

ବାହାର ଆଧାର[ସମ୍ପାଦନା]