ଲଭ୍ ଇନ୍ ଲଣ୍ଡନ

ଉଇକିପିଡ଼ିଆ‌ରୁ
ଲଭ୍ ଇନ୍ ଲଣ୍ଡନ
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକନବୀନ ଭଣ୍ଡାରୀ
ଜେ. ବର୍ଖା
ସଂଳାପଅନ୍ତର୍ଯ୍ୟାମି ସରଘରିଆ
ଚିତ୍ରନାଟ୍ୟସୁରେଶ ପଟ୍ଟନାୟକ
କାହାଣୀତାପସ ସରଘରିଆ
କଳାକାରଅନୁଭବ ମହାନ୍ତି
ସ୍ୱପ୍ନା ପ୍ରିୟଦର୍ଶିନୀ
ସୋମ୍ୟା ସଚଦେବା
ସଙ୍ଗୀତବୈଦ୍ୟନାଥ ଦାଶ
ସୋମେଶ ଶତପଥୀ
ବିନୟ ରଥ
ଚିତ୍ରଗ୍ରହଣସୁବ୍ରତ କୁମାର ଖଟୋଇ
ସମ୍ପାଦକରାଜେଶ ଦାଶ
Production
company
ଆମର ଷ୍ଟଡିଓ
ଜେବି ଫିଲ୍ମସ୍ ଆଣ୍ଡ ଟିଭି
ବିତରକରାଜଶ୍ରୀ ଫିଲ୍ମସ୍
ମୁକ୍ତିଲାଭ ତାରିଖ
୧୩ ଜୁନ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଲଭ୍ ଇନ୍ ଲଣ୍ଡନ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରୀ ଓ ଜେ. ବର୍ଖା ।[୧] ସୁରେଶ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ଅନ୍ତର୍ଯ୍ୟାମି ସରଘରିଆ ଏହାର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି, ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୋମ୍ୟା ସଚଦେବା ।[୩][୪] ସରୋଜ ପରିଡ଼ା, ଜାମି ଲମ୍ବେ, ସାମୀ ଜୋନସ ହିଆନି, ବୋଗୁମିଲା ବୁବିଆକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ଅନୁଭବ ମହାନ୍ତି - ପ୍ରେମ
  • ସ୍ୱପ୍ନା ପ୍ରିୟଦର୍ଶିନୀ - ସୋଫି
  • ସୋମ୍ୟା ସଚଦେବା - ଶ୍ୱେତା
  • ବୋଗୁମିଲା ବୁବିଆକ - ରିସେପ୍‌ସନିଷ୍ଟ
  • ସାମୀ ଜୋନସ ହିଆନି - ଫିରଙ୍ଗୀ
  • ଜାମି ଲମ୍ବେ - କ୍ଲବର୍
  • ସରୋଜ ପରିଡ଼ା - ପ୍ରଫେସର ମୋହିତ ଶର୍ମା

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ସୋମେଶ ଶତପଥୀ, ଅସଦ ନିଜାମ ଓ ବିନୟ ରଥ ।[୩] ନିର୍ମଳ ନାୟକ, ବିରାଜ ରଥ, ଜେପି ୱାର୍ଡ଼ସ୍ମିଥ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା, ବିରାଜ ରଥ, ଗୌରବ ଆନନ୍ଦ, ସ୍ମୃତିକା ପାଢ଼ୀ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଚିଲିକା"ବିରାଜ ରଥବିରାଜ ରଥ 
2."ମତେ ଲାଗୁଚି ସେ ତୋର ହେଇଗଲାଣି"ନିର୍ମଳ ନାୟକହ୍ୟୁମାନ ସାଗର, ଅସୀମା ପଣ୍ଡା 
3."ମହୁରୀ"ଜେପି ୱାର୍ଡ଼ସ୍ମିଥଗୌରବ ଆନନ୍ଦ, ସ୍ମୃତିକା ପାଢ଼ୀ 
4."ଏ ରୂପବତୀ"ପଷ୍ପକ ପରିଡ଼ାକୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା 

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧୩ ତାରିଖରେ ରଜ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧][୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଲଭ୍ ଇନ୍ ଲଣ୍ଡନ ବନାମ ଗୁଡୁ ଗ୍ୟାଙ୍ଗଷ୍ଟର". ଧରିତ୍ରୀ. No. ଭୁବନେଶ୍ୱର. 8 June 2023. p. ୨୧. Archived from the original on 3 October 2023. Retrieved 3 October 2023.
  2. "'ରାବଣ'". ସମାଜ. No. ରବିବାର. 5 February 2023. Archived from the original on 23 March 2023. Retrieved 23 March 2023.
  3. ୩.୦ ୩.୧ "ଲଣ୍ଡନ୍‌ରେ ଲଭ୍ ଓଡ଼ିଶାରେ ବିବାହ". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
  4. "ମୁହାଁମୁହିଁ ହେବେ ସିଦ୍ଧାନ୍ତ-ଅନୁଭବ". ପ୍ରେମୟେ. No. ଭୁବନେଶ୍ୱର. ଭୁବନେଶ୍ୱର. 13 June 2023. p. ୧୩. Archived from the original on 5 October 2023. Retrieved 5 October 2023.
  5. "ଏଥର ରଜ ବଜାରରେ ନଜର ଆସିବେନି ଲୋକପ୍ରିୟ ନାୟକ ବାବୁସାନ୍". Sambad (in Odia). 11 June 2023. Archived from the original on 5 October 2023. Retrieved 5 October 2023.{{cite web}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]