ଶଙ୍କର (୨୦୨୩ର ଓଡ଼ିଆ କଥାଚିତ୍ର)
ଶଙ୍କର | |
---|---|
ନିର୍ଦ୍ଦେଶକ | ଏନ୍. ପାଢ଼ୀ |
ପ୍ରଯୋଜକ | ଅରବିନ୍ଦ ସାହୁ |
ସଂଳାପ | ମନୋରଞ୍ଜନ ଦାସ |
ଚିତ୍ରନାଟ୍ୟ | ଏନ୍. ପାଢ଼ୀ |
କଳାକାର | ସିଦ୍ଧାନ୍ତ ମହାପାତ୍ର ସୁପ୍ରିୟା ନାୟକ ଦେବାନନ୍ଦ ଦିବ୍ୟା ମହାନ୍ତି |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଅଜିତ ଦାସ[୧] |
ମୁକ୍ତିଲାଭ ତାରିଖ | ୨୯ ସେପ୍ଟେମ୍ବର ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଶଙ୍କର ୨୦୨୩ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରବିନ୍ଦ ସାହୁ, ଯାହାକି ସାଇ ଦରବାର ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା ।[୨] ମନୋରଞ୍ଜନ ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ନିର୍ଦ୍ଦେଶକ ଏନ୍. ପାଢ଼ୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୬][୭]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ସୁପ୍ରିୟା ନାୟକ, ଦେବାନନ୍ଦ ଓ ଦିବ୍ୟା ମହାନ୍ତି ।[୮] ଶିବ, କୁନା ତ୍ରିପାଠୀ, କ୍ରିଷ୍ଣା କର, କାଳୀ, ବିଜୁ ବଡ଼ଜେନା, ଦୀପ୍ତିରେଖା ପଣ୍ଡା, ମିତା ଚକ୍ରବର୍ତ୍ତୀ, ନୂପୁର ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୧୦]
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର[୧୧]
- ସୁପ୍ରିୟା ନାୟକ
- ଦେବାନନ୍ଦ
- ଦିବ୍ୟା ମହାନ୍ତି
- ଶିବ
- କୁନା ତ୍ରିପାଠୀ
- କ୍ରିଷ୍ଣା କର
- କାଳୀ
- ବିଜୁ ବଡ଼ଜେନା
- ଦୀପ୍ତିରେଖା ପଣ୍ଡା
- ମିତା ଚକ୍ରବର୍ତ୍ତୀ
- ନୂପୁର ଘୋଷ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୧୨][୧୩] ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସୂର୍ଯ୍ୟ ମହାପାତ୍ର, ଶୁଭ ଦାଶ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଉଦିତ ନାରାୟଣ, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, ସୁଭାଶିଷ, ହ୍ୟୁମାନ ସାଗର, ଋତୁରାଜ ମହାନ୍ତି, ପ୍ରିୟଙ୍କା ସାହୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୪]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଶଙ୍କର" | ଅରୁଣ ମନ୍ତ୍ରୀ | କୁଳଦୀପ ପଟ୍ଟନାୟକ | ୦୩:୫୩ |
2. | "ଜାନୁ ଟିକେ କୂଳରେ ଲଗା" | ନିର୍ମଳ ନାୟକ | ଉଦିତ ନାରାୟଣ, ଅସୀମା ପଣ୍ଡା | ୦୪:୦୮ |
3. | "ତୋ ପାଦ ଚିହ୍ନ" | ସୂର୍ଯ୍ୟ ମହାପାତ୍ର | ଦୀପ୍ତିରେଖା ପାଢ଼ୀ, ସୁଭାଶିଷ | ୦୪:୦୬ |
4. | "ମୋ ଭିତରେ ମୁଁ ଆଉ ନାହିଁ" | ଶୁଭ ଦାଶ | ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର | ୦୪:୧୩ |
5. | "ତୁ ଅଛୁ କି ନାହିଁ" | ସୂର୍ଯ୍ୟ ମହାପାତ୍ର | ଋତୁରାଜ ମହାନ୍ତି, ପ୍ରିୟଙ୍କା ସାହୁ | ୦୫:୦୮ |
ମୁକ୍ତିଲାଭ
[ସମ୍ପାଦନା]ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୨୨ ତାରିଖରେ ପ୍ରକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିଲା ।[୧୨] କିନ୍ତୁ ମୁକ୍ତିଲାଭ ତାରିଖ ଘୁଞ୍ଚାଯାଇଥିଲା ଓ ୨୯ ସପ୍ଟେମ୍ବର ୨୦୨୩ରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧୫]
ଆଧାର
[ସମ୍ପାଦନା]- ↑ "ନୂଆ ଓଡ଼ିଆ ଛବି 'ଶଙ୍କର'ରେ ମୁଖ୍ୟଭୂମିକାରେ ନଜର ଆସିବେ ସିଦ୍ଧାନ୍ତ, ଦେବାନନ୍ଦ ଓ ଶିବା". Sambad. ଭୁବନେଶ୍ୱର. 24 June 2023. Archived from the original on 18 September 2023. Retrieved 18 September 2023.
- ↑ "ରୌଦ୍ର ରୂପରେ ଆସୁଛନ୍ତି 'ଶଙ୍କର': ଗଣେଷ ପୂଜାରେ କରିବେ ଭରପୂର ମନୋରଞ୍ଜନ". Odisha Sambad (in ଆମେରିକୀୟ ଇଂରାଜୀ). ଭୁବନେଶ୍ୱର. 17 August 2023. Archived from the original on 18 September 2023. Retrieved 18 September 2023.
- ↑ "'ଶଙ୍କର'ର ସଂଳାପ". ସମାଜ. No. ରବିବାର. 10 September 2023. p. 8. Archived from the original on 11 September 2023. Retrieved 11 September 2023.
- ↑ "ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ". ETV Bharat News. ଭୁବନେଶ୍ୱର. 18 September 2023. Archived from the original on 18 September 2023. Retrieved 18 September 2023.
- ↑ "ଦଶହରାରେ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଶଙ୍କର'". Sambad (in Odia). 13 August 2022. Archived from the original on 18 September 2023. Retrieved 18 September 2023.
{{cite web}}
: CS1 maint: unrecognized language (link) - ↑ "ସିଦ୍ଧାନ୍ତ ବନାମ ଶିବ୍". Sambad (in Odia). 28 August 2022. Archived from the original on 18 September 2023. Retrieved 18 September 2023.
{{cite web}}
: CS1 maint: unrecognized language (link) - ↑ "ଶଙ୍କର ଦୁଇ ଭାଇଙ୍କ ସଂପର୍କ". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଏବେ 'ଶଙ୍କର'". Sambad. ଭୁବନେଶ୍ୱର. 17 July 2022. Archived from the original on 18 September 2023. Retrieved 18 September 2023.
- ↑ Ray, Banajyotshna (28 August 2023). "ଖୁବଶୀଘ୍ର ପରଦାକୁ ଆସିବ ଫିଲ୍ମ 'ଶଙ୍କର'". Argus News (in ଇଂରାଜୀ). Archived from the original on 18 September 2023. Retrieved 18 September 2023.
- ↑ "ରିଲିଜ୍ ଅପେକ୍ଷାରେ ଶଙ୍କର". ଧରିତ୍ରୀ. 14 September 2023. p. 15. Archived from the original on 24 September 2023. Retrieved 24 September 2023.
- ↑ "ସିଦ୍ଧାନ୍ତଙ୍କ ପ୍ରଶଂସକ ଖୁସ୍". ସମ୍ବାଦ. No. ରବିବାର. 1 October 2023. p. 9. Archived from the original on 8 October 2023. Retrieved 8 October 2023.
- ↑ ୧୨.୦ ୧୨.୧ "ଦୁଇ ଓଡ଼ିଆ ଛବି ମଧ୍ୟରେ ଜୋରଦାର ଟକ୍କର". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.
- ↑ "ବର୍ଷା ସାଜିଲା ବାଧକ : ସରିଲା ନାହିଁ ସୁଟିଂ, ଦଶହରା ବଜାରକୁ ଆସିପାରିଲାନି 'ଶଙ୍କର'". Sambad (in Odia). 4 October 2022. Archived from the original on 18 September 2023. Retrieved 18 September 2023.
{{cite web}}
: CS1 maint: unrecognized language (link) - ↑ "ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର". ETV Bharat News. ଭୁବନେଶ୍ୱର. 17 August 2023. Archived from the original on 18 September 2023. Retrieved 18 September 2023.
- ↑ "ଫ୍ରାଇଡେ ରିଲିଜ୍ରେ ପ୍ରେକ୍ଷାଳୟରେ 'ଶଙ୍କର'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 29 September 2023. p. 11. Archived from the original on 29 September 2023. Retrieved 29 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶଙ୍କର
- ୟୁ-ଟବ୍ରେ ସମୁଦାୟ ଗୀତ