ଲାଗିଲା ରଙ୍ଗ ଗୋଲାପି ଗୋଲାପି

ଉଇକିପିଡ଼ିଆ‌ରୁ
ଲାଗିଲା ରଙ୍ଗ ଗୋଲାପି ଗୋଲାପି
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟନିର୍ମଳ ନାୟକ
କାହାଣୀନିର୍ମଳ ନାୟକ
କଳାକାରଅମ୍ଳାନ ଦାସ
ରିୟା ଦେ
ପ୍ରଜ୍ଞା ଖଟୁଆ
ପିଣ୍ଟୁ ନନ୍ଦ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଇଶ୍ୱର ବାରିକ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୯ ଜୁନ ୨୦୨୩
କଥାଚିତ୍ରର ସମୟ
୧୩୨ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଲାଗିଲା ରଙ୍ଗ ଗୋଲାପି ଗୋଲାପି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ ।[୧] ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ରିୟା ଦେ ।[୨] ପ୍ରଜ୍ଞା ଖଟୁଆ, ପିଣ୍ଟୁ ନନ୍ଦ, ଭୂପତି ତ୍ରିପାଠୀ, ସର ଅପା, ଶଙ୍କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ଶୀକାନ୍ତ ଗୌତମ ଏହାର ଗୀତଗୁଡ଼ିକ ରଚନା କରିଥିଲେ ।[୧] ନମିତା ଅଗ୍ରୱାଲ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଲାଗିଲା ରଙ୍ଗ ଗୋଲାପି ଗୋଲାପି"ନମିତା ଅଗ୍ରୱାଲ, କୁଳଦୀପ ପଟ୍ଟନାୟକ 
2."ବେକାବୁ ମନକୁ"ନମିତା ଅଗ୍ରୱାଲ, କୁଳଦୀପ ପଟ୍ଟନାୟକ 
3."ଗୋଟେ ହୃଦୟ ଥିଲା"ନମିତା ଅଗ୍ରୱାଲ, କୁଳଦୀପ ପଟ୍ଟନାୟକ 

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୯ ତାରିଖରେ ମୁକ୍ତିଲାଭ କରିଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.{{cite web}}: CS1 maint: unrecognized language (link)
  2. ୨.୦ ୨.୧ "ସଫଳ ଯୋଡ଼ି". ସକାଳ. No. ଭୁବନେଶ୍ୱର. 28 May 2023. p. 2. Archived from the original on 29 September 2023. Retrieved 29 September 2023.
  3. "ଏଥର ରଜ ବଜାରରେ ନଜର ଆସିବେନି ଲୋକପ୍ରିୟ ନାୟକ ବାବୁସାନ୍". Sambad (in Odia). 11 June 2023. Archived from the original on 5 October 2023. Retrieved 5 October 2023.{{cite web}}: CS1 maint: unrecognized language (link)
  4. "ମୁହାଁମୁହିଁ ହେବେ ସିଦ୍ଧାନ୍ତ-ଅନୁଭବ". ପ୍ରେମୟେ. No. ଭୁବନେଶ୍ୱର. ଭୁବନେଶ୍ୱର. 13 June 2023. p. ୧୩. Archived from the original on 5 October 2023. Retrieved 5 October 2023.

ବାହାର ଆଧାର[ସମ୍ପାଦନା]