ପ୍ରୀତି ବନ୍ଧନ
ଦେଖଣା
| ପ୍ରୀତି ବନ୍ଧନ | |
|---|---|
| ନିର୍ଦ୍ଦେଶକ | ରାସେଶ ମହାନ୍ତି |
| ପ୍ରଯୋଜକ | ନରେନ୍ଦ୍ର କୁମାର ପାତ୍ର ପ୍ରଶାନ୍ତ କୁମାର ନାୟକ |
| ସଂଳାପ | ସୁନୀଲ ବାପି |
| ଚିତ୍ରନାଟ୍ୟ | ରାସେଶ ମହାନ୍ତି |
| କାହାଣୀ | ଅଭିଜିତ ସିନ୍ଦେ |
| କଳାକାର | ସମ୍ବିତ ଆଚାର୍ଯ୍ୟ ତମନ୍ନା ବ୍ୟାସ ପୃଥ୍ୱୀରାଜ ନାୟକ ପୁଷ୍ପା ପଣ୍ଡା |
| ସଙ୍ଗୀତ | ଅଭିଜିତ ମଜୁମଦାର |
| ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
| ସମ୍ପାଦକ | ଅମ୍ବିକେଶ କୁନାଲ ହୋତା |
ମୁକ୍ତିଲାଭ ତାରିଖ | ୨୫ ମଇ ୨୦୨୩ |
| ଦେଶ | |
| ଭାଷା | ଓଡ଼ିଆ |
ପ୍ରୀତି ବନ୍ଧନ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନରେନ୍ଦ୍ର କୁମାର ପାତ୍ର ଓ ପ୍ରଶାନ୍ତ କୁମାର ନାୟକ । ଅଭିଜିତ ସିନ୍ଦେ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଓ ସଂଳାପ ଲେଖିଥିଲେ ସୁନୀଲ ବାପି ।[୧] ନିର୍ଦ୍ଦେଶକ ରାସେଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ, ତମନ୍ନା ବ୍ୟାସ ଓ ତୃପ୍ତି ।[୩] ପୃଥ୍ୱୀରାଜ ନାୟକ, ପୁଷ୍ପା ପଣ୍ଡା, ଭୂପତି ତ୍ରିପାଠୀ, କେଦାର ମିଶ୍ର, ଥିନ୍, ଅଳକା ଶତପଥୀ, ପ୍ରଶାନ୍ତ ନାୟକ, ନୂପୁର ଘୋଷ, ସସ୍ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ
- ତମନ୍ନା ବ୍ୟାସ
- ପୃଥ୍ୱୀରାଜ ନାୟକ
- ପୁଷ୍ପା ପଣ୍ଡା
- ତୃପ୍ତି
- ଭୂପତି ତ୍ରିପାଠୀ
- କେଦାର ମିଶ୍ର
- ଥିନ୍
- ଅଳକା ଶତପଥୀ
- ପ୍ରଶାନ୍ତ ନାୟକ
- ନୂପୁର ଘୋଷ
- ସସ୍ମିତା
- ସର ଅପା[୪]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୨]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]- ↑ "ସଂଳାପକାର ସୁନୀଲ୍". ପ୍ରମେୟ. No. ତାରକା ଦୁନିଆ. 7 June 2023. p. ୨୫. Archived from the original on 3 October 2023. Retrieved 3 October 2023.
- 1 2 3 "ପ୍ରୀତି ବନ୍ଧନ". ପ୍ରମେୟ. No. ତାରକା ଦୁନିଆ. 24 May 2023. Archived from the original on 21 September 2023. Retrieved 21 September 2023.
- ↑ "Priti Bandhana Odia Movie Cast, Crew, Release Date, Poster, Information". Odia360 (in ଆମେରିକୀୟ ଇଂରାଜୀ). 22 April 2022. Archived from the original on 21 September 2023. Retrieved 21 September 2023.
- ↑ Digital, Sambad (2023-05-28). "ରଜ ରିଲିଜ୍: ପ୍ରେକ୍ଷାଳୟରେ ଏକାସାଙ୍ଗେ ୩ ଓଡ଼ିଆ ଚଳଚ୍ଚିତ୍ର". Sambad. Retrieved 2026-02-20.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରୀତି ବନ୍ଧନ