ପ୍ରତିଶୋଧ
ପ୍ରତିଶୋଧ | |
---|---|
ନିର୍ଦ୍ଦେଶକ | ସାଇ ସ୍ୱରାଜ ମଙ୍ଗରାଜ |
ପ୍ରଯୋଜକ | କ୍ଷୀରୋଦ ପଟ୍ଟନାୟକ |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ଭରଦ୍ୱାଜ ପଣ୍ଡା |
କଳାକାର | ଏଲିନା ସାମନ୍ତରାୟ ସମରେଶ ରାଉତରାୟ କୁନା ତ୍ରିପାଠୀ |
ସଙ୍ଗୀତ | ଗୁଡଲୀ ରଥ |
ଚିତ୍ରଗ୍ରହଣ | ପ୍ରତାପ ରାଉତ |
ସମ୍ପାଦକ | ମାନସ କୁମାର ସାହୁ |
Production company | ଜୀ ସାର୍ଥକ ଫିଲ୍ମସ୍ |
ବିତରକ | ଜୀ ସାର୍ଥକ |
ମୁକ୍ତିଲାଭ ତାରିଖ | ୨୫ ସେପ୍ଟେମ୍ବର ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରତିଶୋଧ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ ।[୧] ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସାଇ ସ୍ୱରାଜ ମଙ୍ଗରାଜ ।[୩] ସଙ୍ଗୀତକାର ଗୁଡଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ ।[୪][୫] ସମରେଶ ରାଉତରାୟ, କୁନା ତ୍ରିପାଠୀ, ନିକି, ପ୍ରୀତିରାଜ ଶତପଥୀ, ପିୟୁଷ ତ୍ରିପାଠୀ, ଜୀବନ ପଣ୍ଡା, ପୁଷ୍ପା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]
ଅଭିନୟ
[ସମ୍ପାଦନା]- ଏଲିନା ସାମନ୍ତରାୟ[୧]
- ସମରେଶ ରାଉତରାୟ
- କୁନା ତ୍ରିପାଠୀ
- ନିକି
- ପ୍ରୀତିରାଜ ଶତପଥୀ
- ପିୟୁଷ ତ୍ରିପାଠୀ
- ଜୀବନ ପଣ୍ଡା
- ପୁଷ୍ପା ପଣ୍ଡା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡଲୀ ରଥ ।[୪] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ପ୍ରତିଶୋଧ" | ଗୌର ଆନନ୍ଦ | ୦୨:୪୨ |
ମୁକ୍ତିଲାଭ
[ସମ୍ପାଦନା]ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୮] ପୂର୍ବରୁ ଏହା ୨୨ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାର ଥିଲା, ମାତ୍ର ପରେ ଘୁଞ୍ଚାଯାଇଥିଲା ।[୯] ୧ ଅକ୍ଟୋବର ୨୦୨୩ରେ ଏହା ଜୀ ସାର୍ଥକରେ ପ୍ରଦର୍ଶିତ ହୋଇଥିଲା ।[୧୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
- ↑ "ଏଲିନାଙ୍କ ପ୍ରତିଶୋଧ". ସମାଜ. No. ରବିବାର. 17 September 2023. Archived from the original on 24 September 2023. Retrieved 24 September 2023.
- ↑ "Zee Sarthak Holds Mahurat Of Odia Film 'Pratisodh' In Bhubaneswar". odishabytes (in ଆମେରିକୀୟ ଇଂରାଜୀ). 9 January 2023. Archived from the original on 16 September 2023. Retrieved 16 September 2023.
- ↑ ୪.୦ ୪.୧ ୪.୨ "ରିଲିଜ୍ ହେବ 'ପ୍ରତିଶୋଧ'". ନିର୍ଭୟ. 15 September 2023. p. 10. Archived from the original on 16 September 2023. Retrieved 16 September 2023.
- ↑ "ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ". ETV Bharat News. ଭୁବନେଶ୍ୱର. 18 September 2023. Archived from the original on 18 September 2023. Retrieved 18 September 2023.
- ↑ Routray, Rituparna (20 September 2023). "ଜୀ ସାର୍ଥକ ଚଳଚ୍ଚିତ୍ର 'ପ୍ରତିଶୋଧ'ର ଅଡିଓ ଲୋକାର୍ପିତ". Kanak News (in Odia). Archived from the original on 27 September 2023. Retrieved 27 September 2023.
{{cite web}}
: CS1 maint: unrecognized language (link) - ↑ "ଜୀ ସାର୍ଥକ ଚଳଚ୍ଚିତ୍ର 'ପ୍ରତିଶୋଧ'ର ଅଡ଼ିଓ ଲୋକାର୍ପିତ". ସମାଜ. No. ଭୁବନେଶ୍ୱର. ଭୁବନେଶ୍ୱର. 19 September 2023. p. ୨୪. Archived from the original on 27 September 2023. Retrieved 27 September 2023.
- ↑ "ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ପ୍ରତିଶୋଧ". Prameya News7 (in Odia). କଟକ. 25 September 2023. Archived from the original on 27 September 2023. Retrieved 27 September 2023.
{{cite web}}
: CS1 maint: unrecognized language (link) - ↑ "ଜୀ ସାର୍ଥକର ଚଳଚ୍ଚିତ୍ର 'ପ୍ରତିଶୋଧ'ର ଅଡିଓ ଲୋକାର୍ପିତ: ୨୨ରେ ମୁକ୍ତିଲାଭ କରିବ". Sambad. 19 September 2023. Archived from the original on 27 September 2023. Retrieved 27 September 2023.
- ↑ "ଅକ୍ଟୋବର ୧ରେ 'ପ୍ରତିଶୋଧ'ର ୱାର୍ଲ୍ଡ ଟିଭି ପ୍ରିମିୟର". ପ୍ରମେୟ. No. ଭୁବନେଶ୍ୱର. 27 September 2023. p. ୧୬. Archived from the original on 27 September 2023. Retrieved 27 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରତିଶୋଧ
- ୟୁ-ଟ୍ୟୁବ୍ରେ ଟ୍ରେଲର୍