ପ୍ରତିଶୋଧ

ଉଇକିପିଡ଼ିଆ‌ରୁ
ପ୍ରତିଶୋଧ
ନିର୍ଦ୍ଦେଶକସାଇ ସ୍ୱରାଜ ମଙ୍ଗରାଜ
ପ୍ରଯୋଜକକ୍ଷୀରୋଦ ପଟ୍ଟନାୟକ
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କଳାକାରଏଲିନା ସାମନ୍ତରାୟ
ସମରେଶ ରାଉତରାୟ
କୁନା ତ୍ରିପାଠୀ
ସଙ୍ଗୀତଗୁଡଲୀ ରଥ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକମାନସ କୁମାର ସାହୁ
Production
company
ଜୀ ସାର୍ଥକ ଫିଲ୍ମସ୍
ବିତରକଜୀ ସାର୍ଥକ
ମୁକ୍ତିଲାଭ ତାରିଖ
୨୫ ସେପ୍ଟେମ୍ବର ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ପ୍ରତିଶୋଧ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ ।[୧] ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସାଇ ସ୍ୱରାଜ ମଙ୍ଗରାଜ ।[୩] ସଙ୍ଗୀତକାର ଗୁଡଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ ।[୪][୫] ସମରେଶ ରାଉତରାୟ, କୁନା ତ୍ରିପାଠୀ, ନିକି, ପ୍ରୀତିରାଜ ଶତପଥୀ, ପିୟୁଷ ତ୍ରିପାଠୀ, ଜୀବନ ପଣ୍ଡା, ପୁଷ୍ପା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡଲୀ ରଥ[୪] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ପ୍ରତିଶୋଧ"ଗୌର ଆନନ୍ଦ୦୨:୪୨

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୮] ପୂର୍ବରୁ ଏହା ୨୨ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାର ଥିଲା, ମାତ୍ର ପରେ ଘୁଞ୍ଚାଯାଇଥିଲା ।[୯] ୧ ଅକ୍ଟୋବର ୨୦୨୩ରେ ଏହା ଜୀ ସାର୍ଥକରେ ପ୍ରଦର୍ଶିତ ହୋଇଥିଲା ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
  2. "ଏଲିନାଙ୍କ ପ୍ରତିଶୋଧ". ସମାଜ. No. ରବିବାର. 17 September 2023. Archived from the original on 24 September 2023. Retrieved 24 September 2023.
  3. "Zee Sarthak Holds Mahurat Of Odia Film 'Pratisodh' In Bhubaneswar". odishabytes (in ଆମେରିକୀୟ ଇଂରାଜୀ). 9 January 2023. Archived from the original on 16 September 2023. Retrieved 16 September 2023.
  4. ୪.୦ ୪.୧ ୪.୨ "ରିଲିଜ୍ ହେବ 'ପ୍ରତିଶୋଧ'". ନିର୍ଭୟ. 15 September 2023. p. 10. Archived from the original on 16 September 2023. Retrieved 16 September 2023.
  5. "ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ". ETV Bharat News. ଭୁବନେଶ୍ୱର. 18 September 2023. Archived from the original on 18 September 2023. Retrieved 18 September 2023.
  6. Routray, Rituparna (20 September 2023). "ଜୀ ସାର୍ଥକ ଚଳଚ୍ଚିତ୍ର 'ପ୍ରତିଶୋଧ'ର ଅଡିଓ ଲୋକାର୍ପିତ". Kanak News (in Odia). Archived from the original on 27 September 2023. Retrieved 27 September 2023.{{cite web}}: CS1 maint: unrecognized language (link)
  7. "ଜୀ ସାର୍ଥକ ଚଳଚ୍ଚିତ୍ର 'ପ୍ରତିଶୋଧ'ର ଅଡ଼ିଓ ଲୋକାର୍ପିତ". ସମାଜ. No. ଭୁବନେଶ୍ୱର. ଭୁବନେଶ୍ୱର. 19 September 2023. p. ୨୪. Archived from the original on 27 September 2023. Retrieved 27 September 2023.
  8. "ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ପ୍ରତିଶୋଧ". Prameya News7 (in Odia). କଟକ. 25 September 2023. Archived from the original on 27 September 2023. Retrieved 27 September 2023.{{cite web}}: CS1 maint: unrecognized language (link)
  9. "ଜୀ ସାର୍ଥକର ଚଳଚ୍ଚିତ୍ର 'ପ୍ରତିଶୋଧ'ର ଅଡିଓ ଲୋକାର୍ପିତ: ୨୨ରେ ମୁକ୍ତିଲାଭ କରିବ". Sambad. 19 September 2023. Archived from the original on 27 September 2023. Retrieved 27 September 2023.
  10. "ଅକ୍ଟୋବର ୧ରେ 'ପ୍ରତିଶୋଧ'ର ୱାର୍ଲ୍ଡ ଟିଭି ପ୍ରିମିୟର". ପ୍ରମେୟ. No. ଭୁବନେଶ୍ୱର. 27 September 2023. p. ୧୬. Archived from the original on 27 September 2023. Retrieved 27 September 2023.

ବାହାର ଆଧାର[ସମ୍ପାଦନା]