Jump to content

କୋରାପୁଟ

ଉଇକିପିଡ଼ିଆ‌ରୁ
(Koraputରୁ ଲେଉଟି ଆସିଛି)


କୋରାପୁଟ
ସହର
From Top; Left to Right: ଦେଓମାଳି, ଗୁପ୍ତେଶ୍ୱର, ଡୁମଡୁମା ଝରଣା, Tribes of Koraput and Rail Tracks in Koraput.
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକୋରାପୁଟ
Elevation
870 m (2,850 ft)
Population
 (2001)
 • Total୩୯,୫୨୩
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 10
Tribal people of Koraput, Odisha

କୋରାପୁଟ ଭାରତର ଓଡ଼ିଶାରେ ଥିବା କୋରାପୁଟ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହା ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏବଂ ଏହା ଶାବର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧ। ଏହା ଦକ୍ଷିଣ ଓଡ଼ିଶାର ଏକ ମୂଖ୍ୟ ସହର ।

ଭୂଗୋଳ

[ସମ୍ପାଦନା]

ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ସଦର ମହାକୁମା କୋରାପୁଟ ସହର । ଏହା ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ।

ଉତ୍ସବ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]
କୋରାପୁଟର ସୂର୍ଯ୍ୟ ଅସ୍ଥ
କେଚଲା
ଜଗନ୍ନାଥ ମନ୍ଦିର

ନବ ନିର୍ମିତ ଜଗନ୍ନାଥ ମନ୍ଦିର,ଜ୍ଞାନ ମନ୍ଦିର, ନିଶାଣିମୁଣ୍ଡା, ମୃତ୍ୟାଲୁମା, କନକ ପରମେଶ୍ୱରୀ, ଶିବ,ସନ୍ତୋଷୀ ମା’, ମା’ ମଙ୍ଗଳା, କନକ ଦୁର୍ଗା,ଗୁପ୍ତେଶ୍ୱର ଓ ଶ୍ରୀଗଣେଶ ମନ୍ଦିର, ମାନବ ସଂଗ୍ରହାଳୟ,ଆଦିବାସି ସଂଗ୍ରହାଳୟ ଓ ସର୍ବ ପୁରାତନ ଚର୍ଚ୍ଚପାଇଁ ଏଇ ସ୍ଥାନ ପ୍ରସିଦ୍ଧ। ଛୋଟ ପିଲାମାନଙ୍କ ପାଇଁ ରାଜୀବଗାନ୍ଧି ଶିଶୁ ଉଦ୍ୟାନ ଓ ଚନ୍ଦନ ପୋଖରୀ,କୋଲାବ ଡ୍ୟାମ, କେଚଲା ଏହାର ଅନ୍ୟ ଏକ ଆକର୍ଷଣ ଅବସ୍ଥିତ |

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦

ବାହାର ତଥ୍ୟ

[ସମ୍ପାଦନା]