କୋରାପୁଟ
Appearance
କୋରାପୁଟ | |||||
---|---|---|---|---|---|
ସହର | |||||
| |||||
ଦେଶ | ଭାରତ | ||||
ରାଜ୍ୟ | ଓଡ଼ିଶା | ||||
ଜିଲ୍ଲା | କୋରାପୁଟ | ||||
Elevation | 870 m (2,850 ft) | ||||
Population (2001) | |||||
• Total | ୩୯,୫୨୩ | ||||
ଭାଷା | |||||
• ସରକାରୀ | ଓଡ଼ିଆ | ||||
Time zone | UTC+5:30 (IST) | ||||
ଯାନବାହାନ ପଞ୍ଚୀକରଣ | OD 10 |
କୋରାପୁଟ ଭାରତର ଓଡ଼ିଶାରେ ଥିବା କୋରାପୁଟ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହା ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏବଂ ଏହା ଶାବର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧ। ଏହା ଦକ୍ଷିଣ ଓଡ଼ିଶାର ଏକ ମୂଖ୍ୟ ସହର ।
ଭୂଗୋଳ
[ସମ୍ପାଦନା]ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ସଦର ମହାକୁମା କୋରାପୁଟ ସହର । ଏହା ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ।
ଉତ୍ସବ
[ସମ୍ପାଦନା]ଇତିହାସ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ନବ ନିର୍ମିତ ଜଗନ୍ନାଥ ମନ୍ଦିର,ଜ୍ଞାନ ମନ୍ଦିର, ନିଶାଣିମୁଣ୍ଡା, ମୃତ୍ୟାଲୁମା, କନକ ପରମେଶ୍ୱରୀ, ଶିବ,ସନ୍ତୋଷୀ ମା’, ମା’ ମଙ୍ଗଳା, କନକ ଦୁର୍ଗା,ଗୁପ୍ତେଶ୍ୱର ଓ ଶ୍ରୀଗଣେଶ ମନ୍ଦିର, ମାନବ ସଂଗ୍ରହାଳୟ,ଆଦିବାସି ସଂଗ୍ରହାଳୟ ଓ ସର୍ବ ପୁରାତନ ଚର୍ଚ୍ଚପାଇଁ ଏଇ ସ୍ଥାନ ପ୍ରସିଦ୍ଧ। ଛୋଟ ପିଲାମାନଙ୍କ ପାଇଁ ରାଜୀବଗାନ୍ଧି ଶିଶୁ ଉଦ୍ୟାନ ଓ ଚନ୍ଦନ ପୋଖରୀ,କୋଲାବ ଡ୍ୟାମ, କେଚଲା ଏହାର ଅନ୍ୟ ଏକ ଆକର୍ଷଣ ଅବସ୍ଥିତ |
ଆଧାର
[ସମ୍ପାଦନା]- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ବାହାର ତଥ୍ୟ
[ସମ୍ପାଦନା]- Official GIS Maps of Koraput District Archived 2013-08-20 at the Wayback Machine.
- Road Map of Koraput District Archived 2007-04-04 at the Wayback Machine.
- Official website of Koraput district
- Check More about Beauty of Koraput
- Koraput district map
- Koraput district info Archived 2009-05-03 at the Wayback Machine.
- Koraput district information Archived 2008-12-04 at the Wayback Machine.
- Central University of Orissa
- Koraput village sets hygiene example Archived 2013-06-29 at Archive.is
- Koraput Tourism Archived 2018-03-07 at the Wayback Machine.
- [୧]
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |