ଶ୍ରେଣୀ:ସହର
Jump to navigation
Jump to search
ସହର କହିଲେ ବେଶି ଲୋକଥିବା ଗୋଟିଏ ଜାଗାକୁ ବୁଝାଏ ଯେଉଁଠି ଜୀବନଧାରଣର ମାନ ଉଚ୍ଚ, ଅଧିକ କିଣାକିଣି, ବେପାର ବଣିଜର ମୁଳ ଜାଗାସବୁ ସେଠାରେ ଥାଏ ଆଉ ତା ଛଡ଼ା ହାତପାହାଁତାରେ ସବୁକିଛି ମିଳିପାରେ | ସହରଠୁ ବଡ଼ ନଗର, ସେଠାରେ ଲୋକସଂଖ୍ୟା ଆହୁରି ଅଧିକ, କଳାକାରଖାନାର ସଂଖ୍ୟା ବେଶି, ତେବେ ଏହି ବିଭାଗଟି ଓଡ଼ିଶା, ଭାରତ, ତଥା ପୃଥିବୀର ଅନେକ ସହରର ତାଲିକା ଦେଇପାରିବ |
ସାନ ଶ୍ରେଣୀସମୂହ
ଏହି ଶ୍ରେଣୀଟିରେ ସର୍ବମୋଟ ୨ ରୁ ତଳେଥିବା ଏହି ୨ ଶ୍ରେଣୀଗୁଡିକ ଅଛନ୍ତି ।
"ସହର" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ
ମୋଟ ୫୨ ରୁ ଏହି ଶ୍ରେଣୀ ଭିତରେ ୫୨ଟି ପୃଷ୍ଠା ଅଛି ।