ବାଟମଙ୍ଗଳା ମନ୍ଦିର
Appearance
ବାଟମଙ୍ଗଳା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ପୁରୀ |
Location | |
ସ୍ଥାନ | ଜଗନ୍ନାଥ ସଡ଼କ |
Country | ଭାରତ |
ବାଟ ମଙ୍ଗଳା ମନ୍ଦିର ହିନ୍ଦୁ ଦେବୀ ମଙ୍ଗଳାଙ୍କ ଆରାଧନା ନିମନ୍ତେ ସ୍ଥାପିତ ଓଡ଼ିଶାର ଏକ ମନ୍ଦିର । ଏହା ପୁରୀ ଜିଲ୍ଲାରେ ଅବସ୍ଥିତ । ଏହା ଜଗନ୍ନାଥ ମନ୍ଦିର ଯାଉଥିବା ଭକ୍ତମାନଙ୍କ ବାଟରେ ରହି ଦର୍ଶନ କରି ଯିବା ବିଧି ରହିଛି ।[୧]
କିମ୍ବଦନ୍ତୀ
[ସମ୍ପାଦନା]କଥିତ ଅଛି ଯେ ବ୍ରହ୍ମା ପ୍ରଥମେ ପୃଥିବୀରେ ଆସି ପହଞ୍ଚିଲା ପରେ ଚାରିଆଡ଼େ ଶୂନ୍ୟସ୍ଥାନ ଦେଖି ଚକିତ ହୋଇପଡ଼ିଥିଲେ । ବାଟମଙ୍ଗଳା ତାଙ୍କୁ ଜଗନ୍ନାଥଙ୍କ ପାଖକୁ ବାଟ କଢ଼ାଇନେଇଥିଲେ । ଏହା ପରେ ବ୍ରହ୍ମା ନିଜ ଚେତା ଫେରିପାଇ ବିଶ୍ୱସର୍ଜନା ପୁଣି ଆରମ୍ଭ କରିଥିଲେ । [୨]
ଆଧାର
[ସମ୍ପାଦନା]- ↑ Jena, Somanath (June 2004). "Kakatpur Mangala and Batamangala of Puri" (PDF). Orissa Review. Retrieved 2 January 2015.
- ↑ Dash, Durgamadhab (October 2012). "Goddess Batamangala" (PDF). Orissa Review. Retrieved 2 January 2015.
ବାହାର ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |