ବାଟମଙ୍ଗଳା ମନ୍ଦିର

ଉଇକିପିଡ଼ିଆ‌ରୁ
ବାଟମଙ୍ଗଳା ମନ୍ଦିର
ମାଆ ବାଟ ମଙ୍ଗଳା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁରୀ
Location
ସ୍ଥାନଜଗନ୍ନାଥ ସଡ଼କ
Countryଭାରତ

ବାଟ ମଙ୍ଗଳା ମନ୍ଦିର ହିନ୍ଦୁ ଦେବୀ ମଙ୍ଗଳାଙ୍କ ଆରାଧନା ନିମନ୍ତେ ସ୍ଥାପିତ ଓଡ଼ିଶାର ଏକ ମନ୍ଦିର । ଏହା ପୁରୀ ଜିଲ୍ଲାରେ ଅବସ୍ଥିତ । ଏହା ଜଗନ୍ନାଥ ମନ୍ଦିର ଯାଉଥିବା ଭକ୍ତମାନଙ୍କ ବାଟରେ ରହି ଦର୍ଶନ କରି ଯିବା ବିଧି ରହିଛି ।[୧]

କିମ୍ବଦନ୍ତୀ[ସମ୍ପାଦନା]

ବାଟ ମଙ୍ଗଳା ମନ୍ଦିର
ବାଟ ମଙ୍ଗଳା ମନ୍ଦିରରେ ଦୁର୍ଗାଙ୍କ ମୂର୍ତ୍ତି

କଥିତ ଅଛି ଯେ ବ୍ରହ୍ମା ପ୍ରଥମେ ପୃଥିବୀରେ ଆସି ପହଞ୍ଚିଲା ପରେ ଚାରିଆଡ଼େ ଶୂନ୍ୟସ୍ଥାନ ଦେଖି ଚକିତ ହୋଇପଡ଼ିଥିଲେ । ବାଟମଙ୍ଗଳା ତାଙ୍କୁ ଜଗନ୍ନାଥଙ୍କ ପାଖକୁ ବାଟ କଢ଼ାଇନେଇଥିଲେ । ଏହା ପରେ ବ୍ରହ୍ମା ନିଜ ଚେତା ଫେରିପାଇ ବିଶ୍ୱସର୍ଜନା ପୁଣି ଆରମ୍ଭ କରିଥିଲେ । [୨]

ଆଧାର[ସମ୍ପାଦନା]

  1. Jena, Somanath (June 2004). "Kakatpur Mangala and Batamangala of Puri" (PDF). Orissa Review. Retrieved 2 January 2015.
  2. Dash, Durgamadhab (October 2012). "Goddess Batamangala" (PDF). Orissa Review. Retrieved 2 January 2015.

ବାହାର ଆଧାର[ସମ୍ପାଦନା]