ତାରାପ୍ରସାଦ ଦାସ
ଦେଖଣା
ତାରାପ୍ରସାଦ ଦାସ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମବିବିଏସ, DOMS |
ଶିକ୍ଷାନୁଷ୍ଠାନ | ସମ୍ବଲପୁର ବିଶ୍ୱବିଦ୍ୟାଳୟ କାନପୁର ବିଶ୍ୱବିଦ୍ୟାଳୟ |
ବୃତ୍ତି | Ophthalmologist |
ତାରାପ୍ରସାଦ ଦାସ(୧ ଅପ୍ରେଲ ୧୯୫୦) ଜଣେ ଭାରତୀୟ ଚକ୍ଷୁ ବିଶେଷଜ୍ଞ ଅଟନ୍ତି । ସେ retina ଓ vitreous membrane ରୋଗର ସେ ବିଶେଷଜ୍ଞ । ବର୍ତ୍ତମାନ ସେ ଏଲଭି ପ୍ରସାଦ ଚକ୍ଷୁ ଡାକ୍ତରଖାନାରେ ଉପ ସଭାପତି ଅଛନ୍ତି । ସନ ୟେଟ ସେନ ବିଶ୍ୱବିଦ୍ୟାଳୟ,(ଚୀନ)ରେ ଅଧ୍ୟାପକ ଥିଲେ ।[୧]
ତାରାପ୍ରସାଦ ଦାସ ୧୯୭୮ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ(ଏମବିବିଏସ) ଓ ୧୯୮୦ରେ କାନପୁର ବିଶ୍ୱବିଦ୍ୟାଳୟରୁ ମେଡିସିନ ଓ ସର୍ଜରୀରେ ଡିପ୍ଲୋମା ପାସ କରିଥିଲେ । [୧]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ରେଭେନ୍ସା ବିଶ୍ୱବିଦ୍ୟାଳୟରୁ Doctorate of science.
- ୨୦୧୩ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Taraprasad Das". L V Prasad Eye Institute. Archived from the original on 2014-02-18. Retrieved 2014-01-18.
- ↑ "Three from Odisha get Padma honours". The Times Of India. 2013-01-26. Archived from the original on 2013-06-16. Retrieved 2014-01-18.