Jump to content

ତାରାପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ
(Taraprasad Dasରୁ ଲେଉଟି ଆସିଛି)
ତାରାପ୍ରସାଦ ଦାସ
ଜନ୍ମ (1950-04-01) ୧ ଅପ୍ରେଲ ୧୯୫୦ (ବୟସ ୭୪)
ଜାତୀୟତାଭାରତୀୟ
ଶିକ୍ଷାଏମବିବିଏସ, DOMS
ଶିକ୍ଷାନୁଷ୍ଠାନସମ୍ବଲପୁର ବିଶ୍ୱବିଦ୍ୟାଳୟ
କାନପୁର ବିଶ୍ୱବିଦ୍ୟାଳୟ
ବୃତ୍ତିOphthalmologist

ତାରାପ୍ରସାଦ ଦାସ(୧ ଅପ୍ରେଲ ୧୯୫୦) ଜଣେ ଭାରତୀୟ ଚକ୍ଷୁ ବିଶେଷଜ୍ଞ ଅଟନ୍ତି । ସେ retina ଓ vitreous membrane ରୋଗର ସେ ବିଶେଷଜ୍ଞ । ବର୍ତ୍ତମାନ ସେ ଏଲଭି ପ୍ରସାଦ ଚକ୍ଷୁ ଡାକ୍ତରଖାନାରେ ଉପ ସଭାପତି ଅଛନ୍ତି । ସନ ୟେଟ ସେନ ବିଶ୍ୱବିଦ୍ୟାଳୟ,(ଚୀନ)ରେ ଅଧ୍ୟାପକ ଥିଲେ ।[]

ତାରାପ୍ରସାଦ ଦାସ ୧୯୭୮ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ(ଏମବିବିଏସ) ଓ ୧୯୮୦ରେ କାନପୁର ବିଶ୍ୱବିଦ୍ୟାଳୟରୁ ମେଡିସିନ ଓ ସର୍ଜରୀରେ ଡିପ୍ଲୋମା ପାସ କରିଥିଲେ । []

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. ୧.୦ ୧.୧ "Taraprasad Das". L V Prasad Eye Institute. Archived from the original on 2014-02-18. Retrieved 2014-01-18.
  2. "Three from Odisha get Padma honours". The Times Of India. 2013-01-26. Archived from the original on 2013-06-16. Retrieved 2014-01-18.