ଓଡ଼ିଆ ବିଜ୍ଞାନ କାହାଣୀ
ଦେଖଣା
|
|
| ଓଡ଼ିଆ ସାହିତ୍ୟର ଇତିହାସ |
|
ଓଡ଼ିଆ ସାହିତ୍ୟର ବିଭାଗ |
| ଓଡ଼ିଆ ଭାଷାର ଲେଖକ |
|
ସମୟ ଅନୁସାରେ ତାଲିକା
ଲେଖକଗଣ -
ଔପନ୍ୟାସିକ |
| ପ୍ରକାରଭେଦ |
|
ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ |
| ସଙ୍ଗଠନ |
| ଆନ୍ଦୋଳନ |
| ସମାଲୋଚନା ଓ ସମ୍ମାନ |
| ଓଡ଼ିଶା ପୋର୍ଟାଲ |
| ସାହିତ୍ୟ ପୋର୍ଟାଲ |
| ଉଇକିପାଠାଗାର |
ବିଜ୍ଞାନ କାହାଣୀ ବିଜ୍ଞାନଭିତ୍ତିକ ଓ କଳ୍ପିତ କାହାଣୀ, ଗପ ବା ଉପନ୍ୟାସକୁ ବୁଝାଇଥାଏ । ଏଥିରେ ବିଜ୍ଞାନ ଓ କାରିଗରୀ ବିଜ୍ଞାନର ବିଷୟ, ଭବିଷ୍ୟତର ଆଧାରରେ କଳ୍ପନା ପ୍ରସୂତ ଆଦିଭୌତିକ ଘଟଣା, ପୃଥିବୀ ବାହାରେ ଜୀବନ ଓ ଜୀବମାନଙ୍କ ଅଦ୍ଭୁତ କାହାଣୀ ଆଦି ସ୍ଥାନ ପାଇଥାଏ ।[୧] ଓଡ଼ିଆ ଭାଷାରେ ଅନେକ ଜଣାଶୁଣା ବିଜ୍ଞାନ କାହାଣୀ ଲେଖାଯାଇଅଛି ।
ଧାରାବାହିକ ଓଡ଼ିଆ ବିଜ୍ଞାନ କାହାଣୀ
[ସମ୍ପାଦନା]- ଅଜଣା ଗ୍ରହରେ ଜନ ଓ ମେରୀ':
- ପ୍ରଫେସର ଜଗନ୍ନାଥ ମିଶ୍ରଙ୍କ ଦେଇ ଲେଖା ଏହି କାହାଣୀଟି ଧାରାବାହିକ ଭାବରେ ସଂସାରରେ ପ୍ରକାଶିତ ହେଉଥିଲା ।
ଜଣାଶୁଣା ଓଡ଼ିଆ ବିଜ୍ଞାନ କାହାଣୀଲେଖକ
[ସମ୍ପାଦନା]- ଡ. ଗୋକୁଳାନନ୍ଦ ମହାପାତ୍ର
- ପ୍ରଫେସର ଜଗନ୍ନାଥ ମିଶ୍ର
- ଡ. ରମେଶ ଚନ୍ଦ୍ର ପରିଡା
- ଇଂ ମାୟଧର ସ୍ୱାଇଂ
- ପ୍ରଫେସର କୁଳମଣି ସାମଲ
- ହିମାଂଶୁ ଶେଖର ଫତେସିଂହ
ଆଧାର
[ସମ୍ପାଦନା]- ↑ Marg Gilks, Paula Fleming, and Moira Allen (2003). "Science Fiction: The Literature of Ideas". WritingWorld.com.
{{cite web}}: CS1 maint: multiple names: authors list (link)
