ସଂସାର (ପତ୍ରିକା)

ଉଇକିପିଡ଼ିଆ‌ରୁ
ସଂସାର
ପ୍ରତିଷ୍ଠାତାରାମକୃଷ୍ଣ ନନ୍ଦ
ପ୍ରକାଶକଅନସୂୟା ନନ୍ଦ
ସମ୍ପାଦକଅନସୂୟା ନନ୍ଦ
ସହକାରୀ ସମ୍ପାଦକସହଦେବ ସାହୁ
ପ୍ରତିଷ୍ଠିତ୧୯୫୧[୧]
ଭାଷାଓଡ଼ିଆ
ମୁଖ୍ୟାଳୟକଟକ, ଓଡ଼ିଶା

ସଂସାର କଟକରୁ ପ୍ରକାଶିତ ହେଉଥିବା ଏକ ଓଡ଼ିଆ ଶିଶୁ ପତ୍ରିକା[୨] ୧୯୫୧ ମସିହାରେ ରାମକୃଷ୍ଣ ନନ୍ଦ ଏହି ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ ଓ ନିଜେ ଏହାର ସମ୍ପାଦକ ଥିଲେ ।[୩] ପତ୍ରିକାଟି କିଶୋରମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲା ।[୪]

ଆଧାର[ସମ୍ପାଦନା]

  1. Ke. E. Jamunā; India. Ministry of Information and Broadcasting. Publications Division (1982). Children's literature in Indian languages. Publications Division, Ministry of Information and Broadcasting, Govt. of India.
  2. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 708–. ISBN 978-81-260-1803-1.
  3. Janaki Ballabha Mohanty (1988). An Approach to Oriya Literature: An Historical Study. Panchashila.
  4. K. A. JAMUNA (1 June 2017). Children's Literature in Indian Languages. Publications Division Ministry of Information & Broadcasting. pp. 140–. ISBN 978-81-230-2456-1.

ବାହାର ଲିଙ୍କ[ସମ୍ପାଦନା]