Jump to content

ଅଭିନ୍ନ ଚନ୍ଦ୍ର ରାଓ

ଉଇକିପିଡ଼ିଆ‌ରୁ
ଅଭିନ୍ନ ଚନ୍ଦ୍ର ରାଓ
ଜନ୍ମ୧୮୯୮
ମେହେନ୍ଦିପୁର,କଟକ
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର(ହୋମିଓପାଥି)[]
ପ୍ରସିଦ୍ଧିହୋମିଓପାଥି ଚିକିତ୍ସକ[]
ସନ୍ତାନପ୍ରଦୀପ ରାଓ[]
ପୁରସ୍କାରପଦ୍ମଶ୍ରୀ

ଡା଼ ଅଭିନ୍ନ ଚନ୍ଦ୍ର ରାଓ ଓଡ଼ିଶାର ପ୍ରଥମ ହୋମିଓପାଥି ଚିକିତ୍ସକ । ପ୍ରଥମ ଓଡ଼ିଆ ହିସାବରେ, ସେ ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ହୋମିଓପାଥି ଚିକିତ୍ସା ବିଷୟରେ ସେ ବହୁ ପୁସ୍ତକ ମଧ୍ୟ ରଚନା କରିଯାଇଛନ୍ତି । ଭୁବନେଶ୍ୱରସ୍ଥିତ ହୋମିଓପାଥି ମହାବିଦ୍ୟାଳୟକୁ ତାଙ୍କରି ନାମରେ ନାମିତ[] କରାଯାଇଛି ।[]

ପ୍ରକାଶିତ ରଚନାବଳୀ

  • ପାରିବାରିକ ଚିକିତ୍ସା
  • ଓଡ଼ିଆ ହୋମିଓପାଥିକ ମେଟେରିଆ ମେଡ଼ିକା

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ପଦ୍ମଶ୍ରୀ - ୧୯୬୮[]
  1. Orissa Review. Home Department, Government of Orissa. 1890.
  2. All India Homoeopathic Directory. Indian Homoeopathic Gazette. 1970.
  3. Directory & Who's who of Homeopathic Practitioners. B. Jain. 1970.
  4. "ଆର୍କାଇଭ୍ କପି". Archived from the original on 2015-10-05. Retrieved 2014-06-09. {{cite web}}: Cite has empty unknown parameter: |1= (help)
  5. ODISHA Reference Year Book 2014. B.K.PUBLICIATIONS PVT. LTD. p. 777. ISBN 9789380422541.
  6. "ଆର୍କାଇଭ୍ କପି". Archived from the original on 2015-12-08. Retrieved 2014-06-09. {{cite web}}: Cite has empty unknown parameter: |1= (help)