"ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) ଟିକେ added Category:ଭାଷା ବିଜ୍ଞାନ using HotCat |
Psubhashish (ଆଲୋଚନା | ଅବଦାନ) |
||
୩୩ କ ଧାଡ଼ି: | ୩୩ କ ଧାଡ଼ି: | ||
[[ସୃଜନିକା]] ତରଫରୁ ଏହି ୭ ଖଣ୍ଡ ବହିକୁ ଏକ [[ସିଡ଼ି (କମ୍ପ୍ୟୁଟର)]]ରେ ରଖାଯାଇ ମାଗଣା ଲାଇସେନ୍ସ ଜରିଆରେ ବଣ୍ଟନ କରାଯାଉଛି ।<ref>http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha</ref> |
[[ସୃଜନିକା]] ତରଫରୁ ଏହି ୭ ଖଣ୍ଡ ବହିକୁ ଏକ [[ସିଡ଼ି (କମ୍ପ୍ୟୁଟର)]]ରେ ରଖାଯାଇ ମାଗଣା ଲାଇସେନ୍ସ ଜରିଆରେ ବଣ୍ଟନ କରାଯାଉଛି ।<ref>http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha</ref> |
||
==ଆଧାର== |
|||
==ଦ୍ରଷ୍ଟବ୍ୟ== |
|||
{{reflist}} |
{{reflist}} |
||
{{ଓଡ଼ିଆ ସାହିତ୍ୟ}} |
|||
[[category:ଓଡ଼ିଆ ସାହିତ୍ୟ]] |
[[category:ଓଡ଼ିଆ ସାହିତ୍ୟ]] |
୧୨:୩୧, ୨୮ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ | |
---|---|
ଲେଖକ | ଗୋପାଳ ପ୍ରହରାଜ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଭାଷାକୋଷ |
ପ୍ରକାଶ ତାରିଖ | ୧୯୩୦ |
ମାଧ୍ୟମ ପ୍ରକାର | ପ୍ରିଣ୍ଟ (ବନ୍ଧାଇ) |
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।[୧]
ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖରଚ ମଧ୍ୟ ବହନ କରିଥିଲେ ।
ବିଶେଷତା
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଓଡ଼ିଆ ଭାଷାର ୧,୮୫,୦୦୦ ଟି ଶବ୍ଦରେ ଭରା । ଏଥିରେ ଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଅର୍ଥ ମଧ୍ୟ ଅଛି । ତାହା ସହିତ ନାନାଦି ବର୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି । ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣନା ସହ ଦେଖିବାକୁ ମିଳିଥାଏ ।[୨]
ଇ-ଭାଷାକୋଷ
ସୃଜନିକା ତରଫରୁ ଏହି ୭ ଖଣ୍ଡ ବହିକୁ ଏକ ସିଡ଼ି (କମ୍ପ୍ୟୁଟର)ରେ ରଖାଯାଇ ମାଗଣା ଲାଇସେନ୍ସ ଜରିଆରେ ବଣ୍ଟନ କରାଯାଉଛି ।[୩]