ଦେବଗଡ଼
ଦେଖଣା
(Debagarhରୁ ଲେଉଟି ଆସିଛି)
ଦେବଗଡ଼ | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଦେବଗଡ଼ |
Elevation | 192 m (630 ft) |
Population (2001) | |
• Total | ୨୦,୦୮୫ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
Website | http://deogarh.nic.in[୧] |
ଦେବଗଡ଼ ବା ଦେଓଗଡ଼ ଭାରତର ଓଡ଼ିଶାରେ ଥିବା ଦେବଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ଦର୍ଶନୀୟ ସ୍ଥାନ
[ସମ୍ପାଦନା]ପ୍ରଧାନପାଟ ଯାହାକି ଦେଓଗଡ଼ ସହରର ଉତ୍ତରରେ ଏକ କିଲୋମିଟର ଦୁରରେ ଅବସ୍ଥିତ ଏକ ପ୍ରସିଦ୍ଧ ପର୍ୟଟନସ୍ଥଳି । ଏଠାରେ ଏକ ଜଳପ୍ରପାତ ଅଛି। ଜଳପ୍ରପାତ ଉପରେ ସାତୋଟି ଜଳକୁଣ୍ଡ ଅଛି, ଯାହାକୁ ଆପଣ ଉପରକୁ ଯାଇ ଦେଖିପାରିବେ । ଶୀତ ଦିନରେ ବହୁତ ଲୋକଏଠାକୁ ଭୋଜି କରିବା ପାଇଁ ଆସନ୍ତି ।ଦେଓଗଡର ପୁରୁଣାଗଡଠାରେ ଗୋଟିଏ ବରଗଛ ଅଛି ଜାହାର ପତ୍ରଗୁଡାକ ଅନ୍ୟଗଛ ପରି ସମାନ ନୁହଁ, ଏହାର ପତ୍ରଗୁଡିକ ପୁରା ଓଲୋଟା ।
ଆଧାର
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |