ଅନ୍ତର୍ଯ୍ୟାମୀ ମିଶ୍ର

ଉଇକିପିଡ଼ିଆ‌ରୁ
(Antaryami Mishraରୁ ଲେଉଟି ଆସିଛି)
ଅନ୍ତର୍ଯ୍ୟାମୀ ମିଶ୍ର
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (ବାମ) ସହିତ ଅନ୍ତର୍ଯ୍ୟାମୀ ମିଶ୍ର
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (ବାମ) ସହିତ ଅନ୍ତର୍ଯ୍ୟାମୀ ମିଶ୍ର
ବୃତ୍ତିଲେଖକ, ଭାଷା ଓ ସଂସ୍କୃତି ଗବେଷକ
ଜାତୀୟତାଭାରତୀୟ
ନାଗରିକତାଭାରତ
ପୁରସ୍କାରପଦ୍ମଶ୍ରୀ

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ଓଡ଼ିଆ ଲେଖକ ଏବଂ ଭାଷା ଓ ସଂସ୍କୃତି ଗବେଷକ ଅଟନ୍ତି । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରଥମ ପଣ୍ଡିତ ଯିଏକି ଓଡ଼ିଶାର ଇତିହାସ ଅଧ୍ୟୟନ, ଅଭିବୃଦ୍ଧି, ବିକାଶ ଏବଂ ଓଡ଼ିଆ ଭାଷାର ଶାସ୍ତ୍ରୀୟ ସ୍ଥିତିକୁ ତାଙ୍କ ଅନୁସନ୍ଧାନ ପୁସ୍ତକ ଓଡ଼ିଆ-ଏକାକୀ ଶାସ୍ତ୍ରୀୟ ଭାଷାରେ ପ୍ରକାଶ କରିଥିଲେ। ସେ ଗତ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ ଏବଂ ସଂସ୍କୃତିର ଗବେଷଣା ଦିଗରେ ଅତୁଳନୀୟ କାର୍ଯ୍ୟ କରିଛନ୍ତି।[୧] ଶ୍ରୀଜଗନ୍ନାଥଙ୍କ ଉପରେ ମଧ୍ୟ ସେ ରଚନା କରିଛନ୍ତି ।[୨][୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ରାଷ୍ଟ୍ରପତି ପୁରସ୍କାର[୪] - ୨୦୧୯[୫]
  • ନବଗୁଞ୍ଜର ସମ୍ମାନ[୪] - ୨୦୨୨
  • ପଦ୍ମଶ୍ରୀ - ୨୦୨୩

ଆଧାର[ସମ୍ପାଦନା]

  1. Network, Newsroom Odisha (2023-02-04). "ଓଡ଼ିଆ ଭାଷା, ସାହିତ୍ୟର ପ୍ରସାରରେ ଅନ୍ତର୍ଯ୍ୟାମୀଙ୍କ ଅବଦାନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ". News Room Odisha (in ଆମେରିକୀୟ ଇଂରାଜୀ). Retrieved 2023-03-03.
  2. Otv, News Desk. "କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର; ଜାଣନ୍ତୁ କିଏ..?". Padma Awards 2023: କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର - OTV Khabar. Retrieved 2023-03-03.
  3. Pattanayak, Pradeep. "Know the 2023 Padma Shri awardees from Odisha". Know the 2023 Padma Shri awardees from Odisha (in ଇଂରାଜୀ). Retrieved 2023-03-03.
  4. ୪.୦ ୪.୧ "ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପାଇବେ ପ୍ରଥମ 'ନବଗୁଞ୍ଜର ସମ୍ମାନ'". Odisha Sambad (in ଆମେରିକୀୟ ଇଂରାଜୀ). Retrieved 2023-03-03.
  5. sahityacharcha (0001-01-02). "ଶାସ୍ତ୍ରୀୟ ଓଡ଼ିଆ ଦିବସ ଉପଲକ୍ଷେ ଜେ.ଏନ୍.ୟୁରେ ମାତୃଭାଷା ମହାକୁମ୍ଭ ଅନୁଷ୍ଠିତ". Sahitya Charcha (in ଆମେରିକୀୟ ଇଂରାଜୀ). Retrieved 2023-03-03. {{cite web}}: Check date values in: |date= (help)