ଯଦୁନାଥ ସୂପକାର
ଦେଖଣା
ଯଦୁନାଥ ସୂପକାର | |
---|---|
ଜନ୍ମ | ଛାଞ୍ଚ:ଜନ୍ମ ବର୍ଷ |
ବୃତ୍ତି(ସମୂହ) | କଳାକାର ବସ୍ତ୍ର ଡିଜାଇନ |
ସନ୍ତାନ | ଶ୍ରୀଭାଷ ଚନ୍ଦ୍ର ସୁପକାର |
ପୁରସ୍କାର | ପଦ୍ମଶ୍ରୀ ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର |
ଯଦୁନାଥ ସୂପକାର ଜଣେ ଭାରତୀୟ କଳାକାର ଓ ବସ୍ତ୍ର ଡିଜାଇନର ଥିଲେ ।[୧] ତାଙ୍କର ଜନ୍ମ ସନ ୧୯୩୧ରେ[୨] ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁରରେ ହୋଇଥିଲା ଓ ସେ ବାରାଣସୀର ହସ୍ତତନ୍ତ ଶିଳ୍ପର ବିକାଶ କରି ଲୋକପ୍ରିୟ ହୋଇଥିଲେ ।[୩] ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ଗ୍ରହୀତା ଥିଲେ[୪] ଓ ଅନେକ ଦେଶମାନଙ୍କରେ ତାଙ୍କର ସୃଷ୍ଟି ପ୍ରଦର୍ଶିତ ହୋଇଥିଲା । [୫] The ଭାରତ ସରକାର ତାଙ୍କୁ ସନ ୧୯୮୫ରେ ପଦ୍ମଶ୍ରୀ ପୁରସ୍କାର ଦେଇ ସମ୍ମାନିତ କରିଥିଲେ ।[୬] ତାଙ୍କର ପୁତ୍ର ଶ୍ରୀଭାଷ ଚନ୍ଦ୍ର ସୂପକାର ମଧ୍ୟ ଜଣେ ବସ୍ତ୍ର ଡିଜାଇନର ଓ ଜାତୀୟ ପୁରସ୍କାର ପାଇଛନ୍ତି ।[୭]
ଆଧାର
[ସମ୍ପାଦନା]- ↑ "Banarasi brilliance dazzles Delhi". The Hindu. 26 September 2009. Retrieved July 19, 2015.
- ↑ "WorldCat profile". WorldCat. 2015. Retrieved July 19, 2015.
- ↑ "Weaving the state of his dreams". Hindustan Times. 28 January 2011. Archived from the original on 23 July 2015. Retrieved July 19, 2015.
- ↑ "ODISHA LALITA KALA ACADEMY AWARD WINNERS" (PDF). Givernment of Odisha. 2015. Retrieved July 19, 2015.
- ↑ "Page 87 - Art Journal April 2012". India Art Festival. 2015. Retrieved July 19, 2015.[permanent dead link]
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved June 18, 2015.
- ↑ "Weaving the state of his dreams". High Beam. 2015. Archived from the original on October 18, 2016. Retrieved July 19, 2015.