କଣ୍ଡଲା
ଦେଖଣା
କଣ୍ଡଲା ବନ୍ଦର
કંડલા | |
|---|---|
ବନ୍ଦର ଏବଂ ସହର | |
| ଦେଶ | |
| State | ଗୁଜରାଟ |
| ଜିଲ୍ଲା | କଚ୍ଛ |
| Elevation | 3 m (10 ft) |
| ଭାଷା | |
| • ସରକାରୀ | ଗୁଜରାଟୀ, ହିନ୍ଦୀ |
| Time zone | IST (+୫.୩୦) |
| ଯାନବାହାନ ପଞ୍ଚୀକରଣ | GJ-12 |
କଣ୍ଡଲା ବା କଣ୍ଡଲା ବନ୍ଦର (ଗୁଜରାଟୀ: કંડલા) ଗୁଜରାଟ ରାଜ୍ୟର ଆୟତନ ଅନୁସାରେ ବଡ଼ ଜିଲ୍ଲା କଚ୍ଛ ଜିଲ୍ଲାର ଗାନ୍ଧିଧାମ ନିକଟ ସମୂଦ୍ରକୂଳରେ ଅବସ୍ଥିତ ଦେଶର ଏକ ବଡ଼ ବନ୍ଦର ଅଟେ। ଏହା ଆରବ ସାଗରକୂଳରେ ଅବସ୍ଥିତ । ଦେଶ ବିଭାଜନ ସମୟରେ କରାଚି ବନ୍ଦର ପାକିସ୍ଥାନକୁ ଦିଆଗଲା ଓ ପଶ୍ଚିମ ଭାରତର ମୂଖ୍ୟ ବନ୍ଦର ଭାବରେ ୧୯୫୦ ମସିହାରେ କଣ୍ଡଲା ବନ୍ଦରର ସ୍ଥାପନା କରାଯାଇଥିଲା ।
ଇତିହାସ
[ସମ୍ପାଦନା]ଅର୍ଥନୀତି
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]- Kandla Port Trust website Archived 2018-07-22 at the Wayback Machine.