ଆଲୋଚନା:ମହାଦେବ ଆୟାର ଗଣପତି

Page contents not supported in other languages.
ଉଇକିପିଡ଼ିଆ‌ରୁ
ଏହି ବିଷୟଟିରେ ମହାଦେବ ଆୟାର ପଦ୍ମ‌ଭୂଷଣ ପାଇବା କଥା ଲେଖାଅଛି । କିନ୍ତୁ V.T.E. ରେ ସେ ପଦ୍ମ‌ବିଭୂଷଣ ପାଇବା କଥା ଲେଖାଅଛି । ଏହାକୁ ସଂଶୋଧନ କରାଯାଉ ।--Subas Chandra Rout (ମୋ ଆଲୋଚନା) ୦୬:୪୫, ୧୪ ଡିସେମ୍ବର ୨୦୧୫ (UTC)
☒N ସଂଶୋଧନ ଆବଶ୍ୟକ ନାହିଁ । ଯୋଗସୂତ୍ର ପେଡ଼ି {{ଓଡ଼ିଶାର ପଦ୍ମ ବିଜେତା}}ରେ ମହାଦେବ ଆୟାର ଗଣପତି ପଦ୍ମ ଭୂଷଣ ପାଇବା କଥା ହିଁ ଲେଖାଯାଇଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୨:୨୩, ୧୫ ଡିସେମ୍ବର ୨୦୧୫ (UTC)