କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ
ଦେଖଣା
କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ । ଯେକୌଣସି ସମୟରେ କେବଳ ୨୧ଜଣ ବ୍ୟକ୍ତି ଏହି ସମ୍ମାନପ୍ରାପ୍ତ ଥାଆନ୍ତି । ଏହା ୧୯୬୮ ମସିହାରୁ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଥିବା ୨୧ ଜଣ ଫେଲୋଙ୍କ ମଧ୍ୟରୁ ଓଡ଼ିଶାରୁ ୪ଜଣ ଅଛନ୍ତି ।[୧]
କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ସମ୍ମାନିତ ଓଡ଼ିଆ ଲେଖକ
[ସମ୍ପାଦନା]- ପ୍ରତିଭା ରାୟ - ୨୦୨୬[୨]
- ଜୟନ୍ତ ମହାପାତ୍ର - ୨୦୧୯[୩]
- ସୀତାକାନ୍ତ ମହାପାତ୍ର - ୨୦୧୩[୪]
- ରମାକାନ୍ତ ରଥ - ୨୦୦୯[୫]
- ମନୋଜ ଦାସ - ୨୦୦୬[୬]
- ସଚ୍ଚିଦାନନ୍ଦ ରାଉତରାୟ - ୧୯୯୬
- କାହ୍ନୁଚରଣ ମହାନ୍ତି - ୧୯୯୪
- କାଳିନ୍ଦୀ ଚରଣ ପାଣିଗ୍ରାହୀ - ୧୯୭୧[୭]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "SAHITYA AKADEMI FELLOWSHIP". Sahitya Akademy. Retrieved 6 December 2018.
- ↑ "ଡ. ପ୍ରତିଭା ରାୟଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଫେଲୋସିପ". prameyanews7.com. 2026-04-01. Retrieved 2026-04-01.
- ↑ "Press Release : Election of Fellows of Sahitya Akademi" (PDF). sahitya-akademi. Retrieved 29 January 2019.
- ↑ "Sitakant gets Akademi fellowship". the telegraph. Retrieved 7 December 2018.
- ↑ "Ramakanta Rath – The Philosopher-Poet From Odisha Who Was Also An IAS Officer". Be An Inspirer. Archived from the original on 12 June 2020. Retrieved 30 January 2019.
- ↑ "Highest literary honour for Manoj Das". the hindu. Retrieved 7 December 2018.
- ↑ "Kalindi Charan Panigrahi". odisha360. Retrieved 7 December 2018.