କାହ୍ନୁଚରଣ ମହାନ୍ତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କାହ୍ନୁ ଚରଣ ମହାନ୍ତି
ଜନ୍ମ ୧୧ ଅଗଷ୍ଟ ୧୯୦୬(1906-08-11)
ନାଗବଳି, କଟକ
ମୃତ୍ୟୁ ୬ ଅପ୍ରେଲ, ୧୯୯୪ (୮୭ ବର୍ଷ)
ବୃତ୍ତି ଲେଖକ
ଭାଷା ଓଡ଼ିଆ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନ ପ୍ୟାରୀମୋହନ ଏକାଡେମୀ
ଜ୍ଞାତି କୁଟୁମ୍ବ ଗୋପୀନାଥ ମହାନ୍ତି (ସାନ ଭାଇ)[୧]

କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬[୨] - ୬ ଅପ୍ରେଲ ୧୯୯୪[୩] ) ଜଣେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଔପନ୍ୟାସିକ ।[୪]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

କାହ୍ନୁଚରଣ ମହାନ୍ତି ମହାନଦୀ କୁଳର "ନାଗବଳି" ନାମକ ଏକ ଗାଆଁରେ ୧୯୦୬ ମସିହା ଅଗଷ୍ଟ ୧୧ତାରିଖରେ ଜନ୍ମ ହୋଇଥିଲେ । ସେ କଟକର ପ୍ୟାରୀମୋହନ ଏକାଡେମୀରେ ପାଠ ପଢିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । ଫକୀର ମୋହନ ସେନାପତିଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି ସଂସ୍କୃତରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦି କହୁଥିବା ଭାଷାରେ ମଧ୍ୟ ଗପ ଉପନ୍ୟାସ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।

ଉପନ୍ୟାସ[ସମ୍ପାଦନା]

  • ବାଲିରାଜା, ୧୯୩୨[୫]
  • ହା ଅନ୍ନ (୧୯୩୫)
  • ଅଦେଖା ହାତ (୧୯୪୩)
  • ତୁଣ୍ଡବାଇଦ (୧୯୪୪)
  • ଏପାରି ସେପାରୀ (୧୯୪୫)
  • ଶାସ୍ତି (୧୯୪୬)
  • ଝଞ୍ଜା (୧୯୫୦)
  • ମିଳନର ଛନ୍ଦ (୧୯୫୧)
  • ଶର୍ବରୀ (୧୯୫୨)
  • କା (୧୯୫୬)
  • ପଳାତକ
  • ବଜ୍ରବାହୁ (୧୯୫୯)
  • ଇତିହ
  • ଉତ୍ସବେ ବ୍ୟସନେ (୧୯୨୩)
  • ଦୁନିଆର ଦାଉ (୧୯୩୪)
  • ନିଷ୍ପତ୍ତି (୧୯୩୨)
  • ସ୍ଵପ୍ନ ନା ସତ୍ୟ (୧୯୩୩)
  • ଦୁନିଆର ଦାଉ (୧୯୩୦)
  • ହା ଅନ୍ନ (୧୯୩୫)
  • ତଥାସ୍ତୁ (୧୯୩୬)
  • ପରିଚୟ (୧୯୩୬)
  • ଓଲଟ ପାଲଟ (୧୯୩୭)
  • ପରକୀୟା (୧୯୩୮)
  • ଉଦଣ୍ଡି (୧୯୩୯)
  • ପ୍ରତିକ୍ଷା (୧୯୪୩)
  • ଭଲପାଇବାର ଶେସକଥା (୧୯୪୪)
  • ଏପାରି ସେପାରି (୧୯୪୫)
  • ଶାସ୍ତି (୧୯୪୬)
  • ବନଗହନର ଜାଲେ (୧୯୪୭)
  • ଅନ୍ତରାୟ (୧୯୪୭)
  • ଅଭିନେତ୍ରୀ (୧୯୪୭)
  • ଭୁଲି ହୁଏନା (୧୯୪୮)
  • ପରୀ (୧୯୫୪)
  • ଢେଉଢେଉକା (୧୯୬୨)
  • ବଗବଗୁଲୀ (୧୯୬୪)
  • ଇତିହାସ (୧୯୬୯)
  • ସ୍ଵପ୍ନ (୧୯୬୮)
  • ଛୁଟିଲେ ଘଟ (୧୯୬୮)
  • ତିରଙ୍ଗାର ତଳେ (୧୯୬୯)
  • ମମତାର ମାୟା (୧୯୬୯)
  • ମନମନ୍ଥନ (୧୯୭୦)
  • ଅତି ଗୋପନୀୟ (୧୯୭୦)
  • ଅଙ୍ଗନ (୧୯୭୧)
  • ମମତାର ମାୟା (୧୯୭୧)
  • କହିବାକୁ ଲାଜ (୧୯୭୩)
  • ନିର୍ବିଶଙ୍କ (୧୯୭୩)
  • ଆଜି ନୁହେଁ ଆଉ ଦିନେ (୧୯୭୩)
  • କ୍ଷଣ କ୍ଷଣକେ ଆନ (୧୯୭୫)
  • ମାୟା ବାର୍ତ୍ତା (୧୯୭୮)
  • ସତ୍ୟବତୀ (୧୯୮୦)
  • କ୍ଷଣିକ (୧୯୮୦)
  • ତରକା (୧୯୮୧)
  • ତପସ୍ଵୀ (୧୯୮୨)
  • ଲଲାଟଲିଖନ (୧୯୮୩)
  • ମେଲାଣି ମାଗୁଣି (୧୯୮୩)
  • ପାବନୀ (୧୯୮୪)
  • ଯକ୍ଷ (୧୯୮୫)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ ("କା" ଉପନ୍ୟାସ ପାଇଁ)[୬] [୭]
  • ସାହିତ୍ୟ ଏକାଡେମୀ ଫେଲୋ, ୧୯୯୪

ଆଧାର[ସମ୍ପାଦନା]

  1. K. M. George (୧୯୯୨). Modern Indian Literature, an Anthology. Sahitya Akademi. pp. ୩୧୭–. ISBN ୯୭୮-୮୧-୭୨୦୧-୩୨୪-୦. Retrieved ୩ November ୨୦୧୨. 
  2. "Sahitya Akademi Fellowship: Late Kanhu Charan Mohanty" (PDF). Sahitya Akademi. Retrieved 11 April 2017. 
  3. "'ବାଲିରାଜା'ର ସ୍ରଷ୍ଟା". ସମ୍ବାଦ. 6 April 2017. Retrieved 11 April 2017. 
  4. "Orissa Government Portal". orissa.gov.in. Retrieved 3 November 2012. Kanhu Charan Mohanty (1906-94) is the most prolific and indeed the most popular novelist of the post-independence period. 
  5. ନାୟକ, ଡ. ଅର୍ଚ୍ଚନା. "କାହ୍ନୁଚରଣ ଏବଂ ସମକାଳର ଭାରତୀୟ ଉପନ୍ୟାସ". ସତ୍ୟବାଦୀ. Retrieved 1 September 2016. 
  6. "AKADEMI AWARDS (1955-2016)". Sahitya Akademi. Retrieved 11 April 2017. 
  7. "KANHU CHARAN MOHANTY". orissadiary.com. Retrieved 3 November 2012. In 1958 for his novel ‘Kaa’, he was awarded by Kendra Sahitya Akademi.