ସୁଜିତ କୁମାର ପଣ୍ଡା
ଦେଖଣା
(Sujit Kumar Pandaରୁ ଲେଉଟି ଆସିଛି)
ସୁଜିତ କୁମାର ପଣ୍ଡା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ମାନସାଙ୍କ |
ପିତାମାତା(s) | ସୁବଳ ଚରଣ ପଣ୍ଡା, ପ୍ରମିଳା ପଣ୍ଡା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ 'ଯୁବ ପୁରସ୍କାର' ୨୦୧୫[୧] |
ସୁଜିତ କୁମାର ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ 'ଯୁବ ପୁରସ୍କାର' ପ୍ରାପ୍ତ,[୨] ଜଣେ ଓଡ଼ିଆ ଲେଖକ ।[୩] ସୁଜିତ, ୮ବର୍ଷ ବୟସରୁ ଲେଖାଲେଖି ଆରମ୍ଭ କରିଛନ୍ତି । ବାପାଙ୍କୁ କବିତା ଲେଖିବା ଦେଖି,ସେ ଲେଖାଲେଖି ପ୍ରତି ଆକର୍ଷିତ ହୋଇଥିଲେ ।[୪] ବର୍ତ୍ତମାନ, ସୁଜିତ "ନ୍ୟାସନାଲ ରୁରାଲ ଲାଇଭଲିହୁଡ ମିସନ"ରେ ଜଣେ ମ୍ୟାନେଜର ଭାବରେ ସମ୍ବଲପୁରଠାରେ କାର୍ଯ୍ୟରତ ।
ରଚନାବଳୀ
[ସମ୍ପାଦନା]- ହେନ୍ତାଳ - ୨୦୦୩
- ଫରୁଆ - ୨୦୦୭
- ମାନସାଙ୍କ - ୨୦୧୫[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ 'ଯୁବ ପୁରସ୍କାର'(ମାନସାଙ୍କ ପୁସ୍ତକ ପାଇଁ) - ୨୦୧୫[୬]
- ରବି ପଟ୍ଟନାୟକ ସ୍ମୃତି ସମ୍ମାନ(ଭୁବନେଶ୍ୱର ପୁସ୍ତକମେଳା ତରଫରୁ) - ୨୦୦୮[୭]
- ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର(ହେନ୍ତାଳ ପୁସ୍ତକ ପାଇଁ) - ୨୦୦୪/୦୫
- ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର(ଫରୁଆ ପୁସ୍ତକ ପାଇଁ) - ୨୦୦୮[୮]
ଆଧାର
[ସମ୍ପାଦନା]- ↑ http://www.orissadiary.com/CurrentNews.asp?id=59867[permanent dead link]
- ↑ http://www.iamin.in/en/bhubaneswar/news/two-odia-litterateurs-get-kendra-sahitya-akademi-award-63299[permanent dead link]
- ↑ http://www.newindianexpress.com/lifestyle/books/article300651.ece[permanent dead link]
- ↑ "ଛୋଟ ବେଳ ଲେଖା ପଢ଼ିଲେ ହସ ଲାଗେ". ଧରିତ୍ରୀ ୨୫/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. 25 June 2015. Retrieved 25 June 2015.
- ↑ "ଆଈମା'ଙ୍କ କାହାଣୀ ଲେଖକ ସଜାଇଦେଲା". ପ୍ରମେୟ ୨୫/୦୬/୨୦୧୫ ପୃଷ୍ଠା ୧୨. 25 June 2015. Archived from the original on 5 March 2016. Retrieved 25 June 2015.
- ↑ http://kalingatv.com/wp/tag/home2015-06-24/
- ↑ http://www.thehindu.com/todays-paper/tp-national/tp-otherstates/bbf-literary-awards-announced/article1204698.ece
- ↑ "ଦୁଇ ଓଡ଼ିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". ପ୍ରଗତିବାଦୀ ୨୫/୦୬/୨୦୧୫ ପୃଷ୍ଠା ୧. 25 June 2015.
{{cite news}}
:|access-date=
requires|url=
(help)