ସୁଜିତ କୁମାର ପଣ୍ଡା

ଉଇକିପିଡ଼ିଆ‌ରୁ
ସୁଜିତ କୁମାର ପଣ୍ଡା
Born (1980-07-09) ୯ ଜୁଲାଇ ୧୯୮୦ (ବୟସ ୪୩)
Nationalityଭାରତୀୟ
Known forମାନସାଙ୍କ
Parent(s)ସୁବଳ ଚରଣ ପଣ୍ଡା, ପ୍ରମିଳା ପଣ୍ଡା
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ 'ଯୁବ ପୁରସ୍କାର' ୨୦୧୫[୧]

ସୁଜିତ କୁମାର ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ 'ଯୁବ ପୁରସ୍କାର' ପ୍ରାପ୍ତ,[୨] ଜଣେ ଓଡ଼ିଆ ଲେଖକ ।[୩] ସୁଜିତ, ୮ବର୍ଷ ବୟସରୁ ଲେଖାଲେଖି ଆରମ୍ଭ କରିଛନ୍ତି । ବାପାଙ୍କୁ କବିତା ଲେଖିବା ଦେଖି,ସେ ଲେଖାଲେଖି ପ୍ରତି ଆକର୍ଷିତ ହୋଇଥିଲେ ।[୪] ବର୍ତ୍ତମାନ, ସୁଜିତ "ନ୍ୟାସନାଲ ରୁରାଲ ଲାଇଭଲିହୁଡ ମିସନ"ରେ ଜଣେ ମ୍ୟାନେଜର ଭାବରେ ସମ୍ବଲପୁରଠାରେ କାର୍ଯ୍ୟରତ ।

ରଚନାବଳୀ[ସମ୍ପାଦନା]

  • ହେନ୍ତାଳ - ୨୦୦୩
  • ଫରୁଆ - ୨୦୦୭
  • ମାନସାଙ୍କ - ୨୦୧୫[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ 'ଯୁବ ପୁରସ୍କାର'(ମାନସାଙ୍କ ପୁସ୍ତକ ପାଇଁ) - ୨୦୧୫[୬]
  • ରବି ପଟ୍ଟନାୟକ ସ୍ମୃତି ସମ୍ମାନ(ଭୁବନେଶ୍ୱର ପୁସ୍ତକମେଳା ତରଫରୁ) - ୨୦୦୮[୭]
  • ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର(ହେନ୍ତାଳ ପୁସ୍ତକ ପାଇଁ) - ୨୦୦୪/୦୫
  • ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର(ଫରୁଆ ପୁସ୍ତକ ପାଇଁ) - ୨୦୦୮[୮]

ଆଧାର[ସମ୍ପାଦନା]

  1. http://www.orissadiary.com/CurrentNews.asp?id=59867[permanent dead link]
  2. http://www.iamin.in/en/bhubaneswar/news/two-odia-litterateurs-get-kendra-sahitya-akademi-award-63299[permanent dead link]
  3. http://www.newindianexpress.com/lifestyle/books/article300651.ece[permanent dead link]
  4. "ଛୋଟ ବେଳ ଲେଖା ପଢ଼ିଲେ ହସ ଲାଗେ". ଧରିତ୍ରୀ ୨୫/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. 25 June 2015. Retrieved 25 June 2015.
  5. "ଆଈମା'ଙ୍କ କାହାଣୀ ଲେଖକ ସଜାଇଦେଲା". ପ୍ରମେୟ ୨୫/୦୬/୨୦୧୫ ପୃଷ୍ଠା ୧୨. 25 June 2015. Archived from the original on 5 March 2016. Retrieved 25 June 2015.
  6. http://kalingatv.com/wp/tag/home2015-06-24/
  7. http://www.thehindu.com/todays-paper/tp-national/tp-otherstates/bbf-literary-awards-announced/article1204698.ece
  8. "ଦୁଇ ଓଡ଼ିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". ପ୍ରଗତିବାଦୀ ୨୫/୦୬/୨୦୧୫ ପୃଷ୍ଠା ୧. 25 June 2015. {{cite news}}: |access-date= requires |url= (help)