ଚନ୍ଦ୍ରମଣି ଦାସ

ଉଇକିପିଡ଼ିଆ‌ରୁ
ଚନ୍ଦ୍ରମଣି ଦାସ
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ଚନ୍ଦ୍ରମଣି ଦାସ ଓଡ଼ିଶାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ ।

ରଚନାବଳୀ[ସମ୍ପାଦନା]

୧.ନରବଳି (ପ୍ରଥମ ଓଡ଼ିଆ ଡିଟେକଟିଭ ଉପନ୍ୟାସ)

ଅନୁବାଦ[ସମ୍ପାଦନା]

ସେ "ଗୋଲ୍ଡସ୍ମିଥ"ଙ୍କ ଲିଖିତ "The Deserted Village"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Changing the Terms, Translating in the Postcolonial Era. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 77