ଉଦୟନାଥ ଷଡ଼ଙ୍ଗୀ

ଉଇକିପିଡ଼ିଆ‌ରୁ
(Udayanath Sarangiରୁ ଲେଉଟି ଆସିଛି)
ଉଦୟନାଥ ଷଡ଼ଙ୍ଗୀ
ଜନ୍ମ ଓ ଜନ୍ମସ୍ଥାନ(1905-03-16)୧୬ ମାର୍ଚ୍ଚ ୧୯୦୫
ସିପି, ଜଗତସିଂହପୁର ଜିଲ୍ଲା
ମୃତ୍ୟୁ୮ ଜାନୁଆରୀ ୧୯୯୯(1999-01-08) (ବୟସ ୯୩)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ଉଦୟନାଥ ଷଡ଼ଙ୍ଗୀ ଜଗତସିଂହପୁର ଜିଲ୍ଲାର ସିପି ଗାଆଁରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ସେ ପ୍ରଥମେ ପାଠ୍ୟପୁସ୍ତକ ରଚନା କରି ପରେ ଅନେକ ଶିଶୁ ସାହିତ୍ୟ ରଚନା କରିଥିଲେ ।[୧]

ରଚନାବଳୀ[ସମ୍ପାଦନା]

  • ଓଡ଼ିଶାର ଇତିହାସ କଥା
  • ଭାରତର ଇତିହାସ କଥା
  • ପରୀରାଇଜ
  • ଟୁଉକୁ ମୂଷି
  • ଚକା ଚକା ଭଉଁରୀ
  • କଥା କବିତା
  • ଆମ ଗ୍ରହ-ଉପଗ୍ରହ
  • ଏମାନଙ୍କୁ ଜାଣିରଖ
  • ତେଲ ଲୁଣର ସଂସାର
  • ବିଚିତ୍ର ପଶୁ
  • ଜହ୍ନମାମୁ
  • ବିଲୁଆନନାର ବାହାଘର
  • ମିନିର ମନକଥା
  • ଜଳଜନ୍ତୁ ସିରିଜ୍
  • ଆଦିବାସୀ କଥା
  • ଟମକକାଙ୍କ କୁଟୀର
  • ଗାନ୍ଧି ମହାରାଜାଙ୍କ ଶିଷ୍ୟ (ଆତ୍ମଜୀବନୀ)

ଅନୁବାଦ[ସମ୍ପାଦନା]

ସେ "କୋନାନ ଡଏଲ"ଙ୍କ ଲିଖିତ ଇଂରାଜୀ ବହି "Valley of Fears" ଓ "ଷ୍ଟୋବେ"ଙ୍କ ଲିଖିତ "Uncle Tom's Cabin"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୨] ଏଦି ଅନୁଦିତ ବହିଟି ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା ଓ ଓଡ଼ିଆ ପାଠକମାନଙ୍କ ଦେଇ ବିଶେଷ ଭାବରେ ଆଦୃତ ହୋଇଥିଲା ।[୩]

  • ଆରବ୍ୟ ରଜନୀ
  • ଆଲିବାବା
  • ଗୌତମ ବୁଦ୍ଧ
  • ସିନ୍ଦବାଦ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ସେ ପ୍ରଜାତନ୍ତ୍ର ପ୍ରଚାର ସମିତି, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ତରଫରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।[୪]

ଆଧାର[ସମ୍ପାଦନା]

  1. Amaresh Datta; various (1 January 2006). The Encyclopaedia Of Indian Literature (Volume One (A To Devo). Sahitya Akademi. pp. 707–. ISBN 978-81-260-1803-1.
  2. Sherry Simon; Paul St-Pierre (2000). Changing the Terms: Translating in the Postcolonial Era. University of Ottawa Press. pp. 78–. ISBN 978-0-7766-0524-1.
  3. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 77
  4. ଓଡ଼ିଶା ଭାସ୍କର, ଗୁରୁବାର, ୦୮ ଜାନୁଆରୀ ୨୦୧୫, ପୃଷ୍ଠା:୬